Day: July 15, 2024

ଚିଲିକାରେ ବଢୁଛି ପକ୍ଷୀ ଶିକାର

ବ୍ୟୁରୋ: ଚିଲିକାରେ ବଢି ଚାଲିଛି ଦିନକୁ ଦିନ ବିଦେଶୀ ପକ୍ଷୀ ମାନଙ୍କର ଶିକାର । ବନ୍ୟପ୍ରାଣୀ ବିଭାଗ ପକ୍ଷୀ ମାନଙ୍କୁ ସୁରକ୍ଷା ଦେବାରେ ହୋଇଛି ବିଫଳ। ଗୋଟିଏ ମାସ ନ-ପୁରୁଣୁ ବସ୍ତା-ବସ୍ତା ମୃତ ବିଦେଶୀ ପକ୍ଷୀଙ୍କୁ ଜବତ କରିଛି ବନ୍ୟପ୍ରାଣୀ ବିଭାଗ…