Month: February 2025

ସିଦ୍ଧ ମହାବୀରଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ

ବ୍ୟୁରୋ, ୦୩/୦୨: ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ମୁଣ୍ଡଳ ଗ୍ରାମରେ ସିଦ୍ଧ ମହାବୀର ଦେବଙ୍କ ୧୭ ତମ ବାର୍ଷିକ ଉତ୍ସବ ତଥା ବିଶ୍ଵଶାନ୍ତି ମହା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶନିବାର ଠାରୁ ଯଜ୍ଞ ଆରମ୍ଭ ହୋଇ ମଙ୍ଗଳବାର ଦିନ…

ମା ଶାରଳାଙ୍କ ପୀଠରେ ସରସ୍ବତୀ ପୂଜା

ବ୍ୟୁରୋ, ୦୩/୦୨: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଙ୍କ ପୀଠରେ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳ ସମୟରେ ମା ଙ୍କର ସମସ୍ତ ନୀତି ସରିବା ପରେ ମଧ୍ୟାନ ଧୂପ ଅନୁଷ୍ଠିତ ହୋଇ ପହୁଡ଼ ହୋଇଥିଲା। ଅପରାହ୍ନରେ ଠାକୁରାଣୀଙ୍କ…

ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ କଲେ ହେବ ଠେଙ୍ଗା ପାହର

ବ୍ୟୁରୋ, ୦୩/୦୨: ମାଆ ବାରଭୂଜାଙ୍କ ପାଖରେ ପୂଜା ହେଲା ଶହେ ଠେଙ୍ଗା । ଏକାମ୍ର ବିଧାୟକ ବାବୁ ସିଂ ଓ ତାଙ୍କ ସମସ୍ତ ସହଯୋଗୀ ମାନେ ଆଜି ମାଙ୍କ ପାଖରେ ଠେଙ୍ଗା ପୂଜା କରିଛନ୍ତି । କାଲିଠାରୁ ଆରମ୍ଭ ହେବାକୁ ଯାଉଛି…

ବିଶିଷ୍ଟ ସମାଜ ସେବିକା ରତ୍ନମଣି ଦେବୀଙ୍କ ପଞ୍ଚମ ବାର୍ଷିକ ସ୍ମୃତି ଚାରଣ ସଭା

ବ୍ୟୁରୋ: ଜଟଣୀ ଅଞ୍ଚଳର ବିଶିଷ୍ଟ ସମାଜସେବିକା ସ୍ବର୍ଗତା ରତ୍ନମଣି ଦେବୀଙ୍କ ପଞ୍ଚମ ବାର୍ଷିକ ସ୍ମୃତି ଚାରଣ ସଭା ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନ…

ସାହିତ୍ୟ ହିଁ ଜୀବନ ଜିଇଁବାର ଅନନ୍ୟ ମାଧ୍ଯମ

ବ୍ୟୁରୋ: ସାହିତ୍ୟ ସର୍ବଦା କାଳଜୟୀ । କାଳଜୟୀ ସାହିତ୍ୟ ଆତ୍ମାର କଥା କହେ । ଦରଦୀ ହୃଦୟର ମର୍ମକୁ ସ୍ପର୍ଶ କରେ । ସାହିତ୍ୟ ହିଁ ଜୀବନ ଜିଇଁବାର ଅନନ୍ୟ ମାଧ୍ୟମ , ଯାହା ମସ୍ତିଷ୍କରେ ତଥା ହୃଦୟରେ ଅନୁଭୂତ ହୁଏ,…