Day: January 8, 2026

ସ୍ବାମୀ ଦେବାନନ୍ଦଜୀଙ୍କ ୨୬ ତମ ପୁଣ୍ୟ ତିଥି ଆରାଧନା ଦିବସ ପାଳିତ

ଜଟଣୀ, ୦୮/୦୧: ଆଧ୍ୟାତ୍ମିକ ପରିବେଶ ରେ ଜଟଣୀ ଦିବ୍ୟ ଜୀବନ ସଂଘ କାର୍ଯ୍ୟାଳୟ ପରିସରରେ ସ୍ବାମୀ ଦେବାନନ୍ଦଜୀଙ୍କ ୨୬ ତମ ପୁଣ୍ୟ ତିଥି ଆରାଧନା ଦିବସ ପାଳିତ ହୋଇଯାଇଛି। ସକାଳୁ ଗୁରୁ ପାଦୁକା ପୂଜା, ପ୍ରବଚନ, ଭଜନ, କୀର୍ତ୍ତନ, ସତସଙ୍ଗ କାର୍ଯ୍ୟ…