Day: January 10, 2026

ପଦ୍ମ ଧରିଲେ ଉମା ପଟ୍ଟନାୟକ

ଜଟଣୀ, ୧୦/୧: ଜଟଣୀର ଜଣାଶୁଣା ସମାଜସେବୀ ଉମା ପଟ୍ଟନାୟକ ଆଜି ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭେଟି ବିଜେପି ଦଳରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ନିଜ ଟିମ୍ ସହ ରାଜ୍ୟ…