ମାନସ ଦଳେଇ ହତ୍ୟା ମାମଲାରେ ଆଉ ଜଣେ ଗିରଫ
ଜଟଣୀ,୧୧/୪: ଜଟଣୀ ବଡ଼ ନୂଆଗାଁ ମାନସ ଦଳେଇ ହତ୍ୟା ମାମଲାରେ ପୋଲିସ ଜଟଣୀ ଉପରବସ୍ତ ( ମୁଣ୍ଡଳି ସାହି) ର ସ୍ବପ୍ନେଶ୍ୱର ବଳିୟାରସିଂ ଓରଫ ସପନା କୁ ଗିରଫ କରିଥିବା ଜଟଣୀ ଥାନାଧିକାରୀ ଷ୍ଟାଲିନ ବିଶ୍ଵାଳ ସୂଚନା ଦେଇଛନ୍ତି। ପୂର୍ବରୁ ଜଟଣୀ…
ଜଟଣୀ,୧୧/୪: ଜଟଣୀ ବଡ଼ ନୂଆଗାଁ ମାନସ ଦଳେଇ ହତ୍ୟା ମାମଲାରେ ପୋଲିସ ଜଟଣୀ ଉପରବସ୍ତ ( ମୁଣ୍ଡଳି ସାହି) ର ସ୍ବପ୍ନେଶ୍ୱର ବଳିୟାରସିଂ ଓରଫ ସପନା କୁ ଗିରଫ କରିଥିବା ଜଟଣୀ ଥାନାଧିକାରୀ ଷ୍ଟାଲିନ ବିଶ୍ଵାଳ ସୂଚନା ଦେଇଛନ୍ତି। ପୂର୍ବରୁ ଜଟଣୀ…
ବ୍ୟୁରୋ,୧୦/୪: ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ଅବସରପ୍ରାପ୍ତ ଆଇଏଏସ ମନୋଜ କୁମାର ପରିଡ଼ା ନିଯୁକ୍ତି ପାଇଛନ୍ତି । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ସେ ପୁଡ଼ୁଚେରୀର ମୁଖ୍ୟ ଶାସନ ସଚିବ ରହିଥିଲେ। ନିଯୁକ୍ତି ପରେ…
ଜଟଣୀ,୭/୪: ଜଟଣୀ ଶ୍ରୀ ବିଶ୍ୱନାଥ ଦେଵଙ୍କ ମନ୍ଦିର ପରିସରରେ ତିନି ଦିନ ଧରି ଚାଲିଥିବା ଶ୍ରୀ ଅଷ୍ଟପ୍ରହରି ନାମଯଜ୍ଞ ଆଜି ଉଦଯାପିତ ହୋଇଛି। ଗତ ୫ ତାରିଖ ଅଶୋକାଷ୍ଟମୀରେ ଶୁଭାଧିବାସ ନୀତି ଅନୁଷ୍ଠିତ ହୋଇଥିଲା । ଶ୍ରୀରାମ ନବମୀରେ ଆହୋରାତ୍ର ଅଖଣ୍ଡ…
ଜଟଣୀ,୭/୪: ଜଟଣୀ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ମାନସ ଦଳେଇ ହତ୍ୟା ଘଟଣାରେ ଜଟଣୀ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଜଟଣୀର ଅଭିରାମ ବାଘସିଂହ ଓରଫ ଅଭି ବୋଲି ଥାନାଧିକାରୀ ଷ୍ଟାଲିନ ବିଶ୍ଵାଳ ସୂଚନା ଦେଇଛନ୍ତି। ସୂଚନା…
ଖୋର୍ଦ୍ଧା,୬/୪: ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନ ପରିସରରେ ଆଜି ଭାରତୀୟ ଜନତା ପାର୍ଟିର ୪୬ ତମ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହୋଇଯାଇଛି । ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ବରଞ୍ଜନ ବଡ଼ଜେନାଙ୍କ ସଭାପତିତ୍ବ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି…
ଜଟଣୀ,୩/୪: ଜଟଣୀ ରାମଚନ୍ଦ୍ରପୁର ବଜାରସ୍ଥିତ ଉତ୍କଳମଣି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ପୁର୍ବାହ୍ନରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ସହି ଶିଶୁବାଟିକାର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ତଥା ବରିଷ୍ଠ ନୋଟରୀ ଅବନୀ କୁମାର…
ଜଟଣୀ,୩/୪: ଜଟଣୀ ବ୍ଲକ ଅଧିନ ଜାମୁକୋଳି ଲବଣଗିରି ମହିମା ଆଶ୍ରମରେ ୩୯ତମ ବାର୍ଷିକ ମହୋତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଗତ କାଲି ବୁଧବାର ବ୍ରାହ୍ମ ମୁହୂର୍ତ୍ତରେ ଅଖଣ୍ଡ ଜ୍ୟୋତି ଅର୍ପଣ ସହିତ ବ୍ରହ୍ମ ଧୁନିରେ ଘୃତାହୁତି ପ୍ରଦାନ କରାଯାଇଥିଲା।…
ଜଟଣୀ, ୨/୪ : ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶରେ ଉତ୍କଳ ଦିବସ, ଛାତ୍ର ଛାତ୍ରୀଙ୍କ ପ୍ରବେଶ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ବିଦ୍ୟାରମ୍ଭ ଯଜ୍ଞ , ହନୁମାନ ଚାଳିଶା,ସୁନ୍ଦରାକାଣ୍ଡ ପାଠ ହୋଇଥିଲା। ଶତାଧିକ ମାଆ…
ଜଟଣୀ,୨/୪: ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ୱ ଅଦାୟରେ ଆଗରେ ରହିଛି ଜଟଣୀ ତହସିଲ। ଜଟଣୀ ତହସିଲକୁ ବିଭାଗ ପକ୍ଷରୁ ୨୦୨୪-୨୫ ପାଇଁ ୭,୩୮,୬୦,୦୦୦ ଟଙ୍କା ରାଜସ୍ୱ ଆଦାୟ କରିବା ପାଇଁ ଟାର୍ଗେଟ ପ୍ରଦାନ କରାଯାଇଥିଲା। ଜଟଣୀ ତହସିଲ ୮,୨୧,୩୮,୬୬୬ ଟଙ୍କା ରାଜସ୍ୱ…
ଜଟଣୀ,୦୧/୪: ଜଟଣୀ ବାର୍ ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତା ମାନେ ଆଜି ବାର୍ ଆସୋସିଏସନ ହଲରେ ଶପଥ ଗ୍ରହଣ କରିଛନ୍ତି। ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ। ସଭାପତି ଭାବେ ଆଲୋକ…