Category: ଅପରାଧ

ବ୍ରାଉନସୁଗାର ଜବତ, ବେପାରୀ ଗିରଫ

ଜଟଣୀ: ଜଣେ ଧଳା ଜହର ବେପାରୀକୁ ଗିରଫ କରି, କୌର୍ଟ ଚାଲାଣ କରିଛି ଜଟଣୀ ପୋଲିସ। ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସର ଏକ ଟିମ୍ ସେଞ୍ଚୁରିୟାନ ମା’ଖୁଣ୍ଡୁଆଳଙ୍କ ମନ୍ଦିର ନିକଟରେ ଚାଡାଉ କରି ଜଣେ ଧଳା…

ଜେଲ ଗଲେ କୁବେର ସରକାରୀ ବାବୁ ପ୍ରଶାନ୍ତ

ବ୍ୟୁରୋ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଗଲେ, ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ଶୁକ୍ରବାର ପ୍ରଶାନ୍ତଙ୍କ ସରକାରୀ ବାସଭବନ ସହ ୯ଟି ଜାଗାରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା। ପ୍ରଶାନ୍ତ ଠାରୁ ୫ କୋଟି…

ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରୁ ଜବତ ହେଲା, ୩କୋଟିରୁ ଉର୍ଦ୍ଧ ନଗଦ ଟଙ୍କା।

ବ୍ୟୁରୋ: ଭିଜିଲାନ୍ସ ଜାଲରେ କୁବେର ବାବୁ। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ବିଭାଗ ୩କୋଟିରୁ ଉର୍ଦ୍ଧ ନଗଦ ଟଙ୍କା ଜବତ କଲାଣି। ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ନାମରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ବିଭାଗ ପାଇବା ପରେ।…

ଗୋରୁ ଚମଡା ବୋଝେଇ ପିକଅପ ଭ୍ୟାନକୁ, ଓଲଟାଇ ଦେଲେ ସ୍ଥାନୀୟ ଲୋକେ

ଜଟଣୀ: ଏକ ଗୋରୁ ଚମଡା ବୋଝେଇ ପିକଅପ ଭ୍ୟାନକୁ , ରାସ୍ତା ତଳକୁ ଓଲଟାଇ ଦେଲେ ସ୍ଥାନୀୟ ଲୋକେ। ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଜଟଣୀ ବ୍ଲକ ଅଧିନ ଓରକଳ ବଜାର ହାଇଟେକ ଛକରେ । ସୂଚନା ମୁତାବକ ଜଟଣୀ…

ଦୁଇ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣାରେ, ଜଣେ ଗିରଫ

ଖୋର୍ଦ୍ଧା: ବାଣପୁର ପଲଟଣ ମାର୍କେଟରେ’ ବାଣପୁରର ରାଜେଶ ପ୍ରଧାନଙ୍କୁ କିଛି ଯୁବକ ଗୋଡେଇ-ଗୋଡେଇ ମାରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରିବା ସମୟରେ, ରାଜେନ୍ଦ୍ର ସାହୁ ଆକ୍ରମଣକାରୀଙ୍କ କବଳରୁ, ରାଜେଶକୁ ବଞ୍ଚେଇବାକୁ ଯାଇ ନିଜେ ଆକ୍ରମଣର ଶିକାର ହୋଇଥିଲେ। ସ୍ଥାନୀୟ ଜନସାଧାରଣ ଗୁରୁତର…

ଦେଶୀ ମଦ ବିକ୍ରି ଅଭିଯୋଗରେ ଜଣେ ଗିରଫ

ଜଟଣୀ : ବେଆଇନ ମଦ ବିକିବା ଅଭିଯୋଗରେ, ଜଟଣୀ ପୋଲିସ ଜଣେ ମଦ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଟଣୀ ମୁନିସିପାଲିଟି ଛକ ନିକଟରେ ବେଆଇନ ଭାବେ ଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ପୁଲିସ୍ ଜଣେ…

ଅପରାଧ ଘଟେଇବା ଆଗରୁ ଧରିନେଲା ପୋଲିସ, ଜବତ କଲା ବନ୍ଧୁକ ସହ ଗୁଳି।

ଜଟଣୀ: ବନ୍ଧୁକ ଦେଖାଇ ଅପରାଧ ଘଟେଇବା ପାଇଁ ଚାଲିଥିଲା ବ୍ଲୁପ୍ରିଣ୍ଟ। କିନ୍ତୁ ପୋଲିସ ସବୁ ପ୍ଲାନକୁ କରିଦେଲା ଚୁରମାର। ଅପରାଧ ଘଟେଇବା ଆଗରୁ ଅପରାଧୀଙ୍କୁ ଧରିନେଲା ପୋଲିସ। ଆଉ ଜବତ କଲା ସେମାନଙ୍କ ଠାରୁ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି।…

ଗୁଳିମାଡ଼ରେ  ଡ୍ରଗ୍ସ ମାଫିଆ ମୃତ।

ଖୋର୍ଦ୍ଧା: ଖୋର୍ଦ୍ଧା ସାମନ୍ତରାପୁର ଠେଙ୍ଗାହାଟ ଛକ, ଗୁଳିମାଡରେ ଆହତ ସୋମନାଥ ଭୁଜବଳଙ୍କର ଚିକିତ୍ସା ବେଳେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗତ ୭ତାରିଖ, ରାତି୧୦ଟା ସମୟରେ ଖୋର୍ଦ୍ଧା ସାମନ୍ତରାପୁର ଠେଙ୍ଗାହାଟ ଛକରେ, ସୋମନାଥ ଠିଆ ହୋଇଥିବା ବେଳେ, ଏକ ପିକ୍ଅପ ଭ୍ଯାନରେ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ

ଖୋର୍ଦ୍ଧା : ପୂର୍ବ ଶତ୍ରୁତାକୁ ନେଇ ଖୋର୍ଦ୍ଧାରେ ଜଣେ ଯୁବକଙ୍କ ଉପରକୁ ହୋଇଛି ଗୁଳିମାଡ଼। ଖୋର୍ଦ୍ଧା ଆଦର୍ଶ ଥାନା ଅଧିନ ଠେଙ୍ଗହଟା ଛକରେ ଜଣେ ଯୁବକଙ୍କୁ କିଛି ଲୋକ ପିକ୍ଅପ ଭ୍ୟାନରେ ଆସି ଗୁଳିମାଡ କରିଛନ୍ତି। ଗୁଳିମାଡ଼ର ଶିକାର ହେଉଛନ୍ତି ସୋମନାଥ…

ଡକାୟତି ଯୋଜନା ପଣ୍ଡ, ୫ ପେଷାଦାର ଲୁଟେରା ଗିରଫ

ଜଟଣୀ: ଜଟଣୀ ଥାନା ଅଞ୍ଚଳରେ ଏକ ବିରାଟ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଲା ପୋଲିସ। ଆଉ ଗିରଫ କଲା ୫ପେଷାଦାର ଲୁଟେରାଙ୍କୁ। ସୂଚନା ଅନୁସାରେ ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟ ଖଣ୍ଡୁଆଳ ମନ୍ଦିର ପାଖରେ ଡକାୟତି ଯୋଜନା…