Advertisement

ଜଟଣୀ: ଜଣେ ଧଳା ଜହର ବେପାରୀକୁ ଗିରଫ କରି, କୌର୍ଟ ଚାଲାଣ କରିଛି ଜଟଣୀ ପୋଲିସ। ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସର ଏକ ଟିମ୍ ସେଞ୍ଚୁରିୟାନ ମା’ଖୁଣ୍ଡୁଆଳଙ୍କ ମନ୍ଦିର ନିକଟରେ ଚାଡାଉ କରି ଜଣେ ଧଳା ଜହର ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ଜଟଣୀ ଗୋଡ଼ାଧର୍ମସାଗର ଅଞ୍ଚଳର ମୁନା ନାୟକ। ପୋଲିସ ମୁନା ଠାରୁ  ୦୮.୭୦ ଗ୍ରାମ ଓଜନର ବ୍ରାଉନସୁଗାର ସହି ନଗଦ 1120ଟଙ୍କା ଜବତ କରିଛି। ଜଟଣୀ ଥାନା କେସ ନମ୍ବର 246/23 ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

Advertisement

Leave a Reply

Your email address will not be published. Required fields are marked *