Advertisement

ଜଟଣୀ : ବେଆଇନ ମଦ ବିକିବା ଅଭିଯୋଗରେ, ଜଟଣୀ ପୋଲିସ ଜଣେ ମଦ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଜଟଣୀ ମୁନିସିପାଲିଟି ଛକ ନିକଟରେ ବେଆଇନ ଭାବେ ଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ପୁଲିସ୍ ଜଣେ ମଦ ବେପାରୀକୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବିଶ୍ଵନାଥ କଲୋନିର ବିଶ୍ୱଜିତ ଦାସ ଓରଫ୍ ପିଣ୍ଟୁ । ପୋଲିସ ପିଣ୍ଟୁ ନିକଟରୁ  ୭.୨୦୦ଲିଟର ଦେଶୀ ମଦ ଜବତ କରିଛି । ପୋଲିସ କେସ ନଂ ୨୩୦/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

Advertisement

Leave a Reply

Your email address will not be published. Required fields are marked *