Category: ରାଜ୍ୟ ଖବର

ଜଟଣୀରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ

ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ୨୨ନମ୍ବର ୱାର୍ଡରେ, ଜଟଣୀ ତାଲୁକ୍ ଲିଗାଲ୍ ସର୍ଭିସ କମିଟି ପକ୍ଷରୁ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଟଣୀ ଜେ.ଏମ୍.ଏଫ୍.ସି. ଶ୍ରୀମତୀ ହିତାଶ୍ରୀ ବେହେରା ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ସରକାର…

ସାମାନ୍ୟ ବଚସାକୁ ନେଇ ବୋମା ମାଡ଼

ବ୍ୟୁରୋ: ସାମାନ୍ୟ ଘଟଣାକୁ ନେଇ ଘଟିଛି ବୋମା ମାଡ଼। ଜଟଣୀ ଥାନା ଅଧିନ ତରାବୋଇ ଗ୍ରାମରେ କଥା କାଟାକଟିକୁ ନେଇ, ଦୁଇ ଗୋଷ୍ଠୀ ହୋଇଛନ୍ତି ମୁହାଁ ମୁହିଁ । ବିଳମ୍ବିତ ରାତିରେ କରିଛନ୍ତି ବୋମାମାଡ଼। ଏଥିରେ କିଛି ବାଇକ ଭାଙ୍ଗି ଥିବାର…

ବିଜେଡିରେ ଯୋଗ ଦେଲେ ଭିକେ ପାଣ୍ଡିଆନ

ବ୍ୟୁରୋ: ବିଜେଡି ଦଳରେ ଆଜି ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଭିକେ ପାଣ୍ଡିଆନ୍ ।ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି ଶ୍ରୀ ପାଣ୍ଡିଆନ୍ । ୫ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଥିବା ଭି.କେ ପାଣ୍ଡିଆନ୍ ଏବେ ବିଜୁ…

ପ୍ରଥମ ଓଡିଆ ବାଚସ୍ପତି ସ୍ବର୍ଗତ ରବି ରାୟଙ୍କ ୯୭ତମ ଜୟନ୍ତୀ ପାଳିତ

ବ୍ୟୁରୋ : ବିଶିଷ୍ଟ ସାଧନତା ସଂଗ୍ରାମୀ ଗାନ୍ଧୀବାଦୀ ତଥା ସମାଜବାଦୀ ଚିନ୍ତା ନାୟକ, ଲୋକସଭାର ପ୍ରଥମ ଓଡିଆ ବାଚସ୍ପତି, ତଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ରବି ରାୟଙ୍କର ୯୭ତମ ଜୟନ୍ତୀ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରରେ ୩୮ତମ ବାର୍ଷିକ କ୍ରୀଡା ଉତ୍ସବ

ବ୍ୟୁରୋ: ଜଟଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୩୮ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କ୍ରୀଡା ଉତ୍ସବ ଦୁଇ ଦିନ ଧରି ଚାଲିଥିବା ବେଳେ, ଉଦଘାଟନ ଉତ୍ସବରେ ଅତିଥି ଭାବେ ଶିକ୍ଷାବିତ ତ୍ରିଲୋଚନ ମହାପାତ୍ର ଯୋଗଦେଇଥିଲେ। ଶ୍ରୀ…

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା

ବ୍ୟୁରୋ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ, ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ, ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ବ୍ରହ୍ମପୁର – ପୁରୀ ସ୍ୱତନ୍ତ୍ର ଟ୍ରେନ : 08464/08463 ବ୍ରହ୍ମପୁର – ପୁରୀ -ବ୍ରହ୍ମପୁର…

ମା’ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରର ବାର୍ଷିକ କ୍ରୀଡା ଉତ୍ସବ

ବ୍ୟୁରୋ: ଜଟଣୀ ବରପଦା “ମା ‘ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୫ମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତଟ ରେଲୱେ ଫୁଟବଲ ଦଳର କୋଚ ରମେଶ ଚନ୍ଦ୍ର ପାଇକରାୟ, ପୂର୍ବତଟ ରେଲୱେ ଭଲିବଲ…

ପରିବାରର ସୁରକ୍ଷା ପାଇଁ, ଛଟ୍ ପୂଜା ପାଳିଲେ ମହିଳା

ବ୍ୟୁରୋ: ଜଟଣୀରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟର ମହିଳା ମାନେ ଆଜି ଛଟ୍ ପୂଜା ପାଳନ କରିଛନ୍ତି। ପରିବାରର ସୁରକ୍ଷା ଓ ସନ୍ତାନ ମାନଙ୍କ ଶୁଭ ମାନଷି ବିବାହିତା ମହିଳା ମାନେ, ଜଟଣୀ ହାଟ ବଜାର ପୋଖରୀ ମୂଳରେ ଏହି ପର୍ଵ…

ଜଟଣୀରେ ଜାତୀୟ ପ୍ରେସ ଦିବସ ପାଳିତ

ବ୍ୟୁରୋ: ଜଟଣୀ ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ପ୍ରେସ କ୍ଲବର ସଭାପତି ଇସ୍ମାଇଲ ଅଲ୍ଲୀଙ୍କ ସଭାପତିତ୍ୱରେ ସଭା ଆୟୋଜିତ ହୋଇଥିଲା। ସମ୍ପାଦକ ହୃଦାନନ୍ଦ କୋଦମାସିଂହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସମାଜରେ ଅବହେଳିତ ଜନସାଧାରଣ…

ନାଗ ଦେବତାଙ୍କୁ ପୂଜା କଲେ, ମିଳେ କୋଟି ଜନ୍ମର ପୂଣ୍ୟ ଫଳ

ବ୍ୟୁରୋ: ନାଗ ଚାତୁର୍ଥୀ ଦିନ ଉଇ ହୁଙ୍କା ମୂଳେ ନାଗ ଦେବତାଙ୍କୁ ପୂଜା କଲେ, ମିଳିଥାଏ କୋଟି ଜନ୍ମର ପୂଣ୍ୟ ଫଳ, ବୋଲି ରହିଛି ଲୋକମାନଙ୍କ ମଧ୍ୟରେ ବିଶ୍ୱାସ। ଜଟଣୀରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ବିବାହିତା ମହିଳା ମାନଙ୍କ ସହ…