Category: ରାଜ୍ୟ ଖବର

ପ୍ରାଣନାଥ ପଟ୍ଟନାୟକଙ୍କ ୧୧୮ତମ ଜୟନ୍ତୀ ପାଳିତ

ବ୍ୟୁରୋ: ଓଡିଶା ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତା ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୧୧୮ତମ ଜୟନ୍ତୀ ଜଟଣୀ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘର ସଭାପତି ଆଇନଜୀବୀ…

ପୋଷା କୁକୁରର ଦଶାହ ପାଳିଲେ ପଶୁପ୍ରେମୀ

ବ୍ୟୁରୋ: ମୋତି ଏକ କୁକୁର ହେଲେ ମଧ୍ୟ ତା ପାଖରେ ଏକ ପ୍ରେମମୟ ହୃଦୟ ଥିଲା , ଯାହା ଆମ ମାନଙ୍କୁ ତା ପ୍ରେମରେ ବାନ୍ଧି ରଖିଥିଲା। ଏଭଳି କିଛି କଥା କହିଛନ୍ତି ପଶୁ ପ୍ରେମୀ କୈଳାସ ବେହେରା। ଜଟଣୀ ବ୍ଲକ…

ମା’ ମଙ୍ଗଳାଙ୍କ  ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ

ବ୍ୟୁରୋ: ଖୋର୍ଦ୍ଧା ଗୁରୁଜଙ୍ଗ କୋଚିଲାକଣ ନୂଆସାହି ଗ୍ରାମର, ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଦିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଙ୍କୁରରୋପଣ ,ଜଳଯାତ୍ରା ,ଅଗ୍ନି ସ୍ଥାପନ, ସୂର୍ଯ୍ୟ ପୂଜା , ଦେବତା ସ୍ନାନ, ଚଣ୍ଡିପାଠ ସହ ପୁର୍ଣ୍ଣାହୁତି ଆଦି ରୀତିନୀତି…

ମହେଶ୍ବର ମହାନ୍ତିଙ୍କ ପରଲୋକ

ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ହୋଇଛି ପରଲୋକ । ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ସେ ଗତ କିଛିଦିନ ହେବ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ସମୟରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ପାଳଙ୍ଗ ଶାଗ ଧୋଇଲେ, ବୋହୁଛି ନୀଳ ରଙ୍ଗ

ବ୍ୟୁରୋ: ଦିନକୁ ଦିନ ବ୍ୟବସାୟୀ ମାନେ ମାନବିକତା ଭୁଲି, ନିଜର ଭଲ ରୋଜଗାର ପାଇଁ ଖାଦ୍ୟ ପଦାର୍ଥରେ କରୁଛନ୍ତି ଅପମିଶ୍ରଣ। ପାଳଙ୍ଗ ଶାଗକୁ ସତେଜ ଓ ଆକର୍ଷଣୀୟ କରିବା ପାଇଁ ବ୍ୟବହାର ହେଉଛି କେମିକାଲ ରଙ୍ଗ। ସେହି ଅପମିଶ୍ରଣ ଶାଗ କୁ…

ଭାଉଜକୁ କୂଅକୁ ଠେଲି ଦିଅର ଗିରଫ

ବ୍ୟୁରୋ : ଭାଉଜ ହେଉଛି ମା’ ସମାନ। କିନ୍ତୁ ଭାଉଜକୁ କୂଅକୁ ଠେଲି ମାରିବାକୁ ଉଦ୍ୟମ କରିବା ଘଟଣାରେ, ଜଟଣୀ ପୋଲିସ ଦିଅରକୁ କରିଛି ଗିରଫ। ସୂଚନା ମୁତାବକ ଜଟଣୀ ଥାନା ଅଧିନ କୁଦିଆରୀ ଗ୍ରାମର ଅଜୟ କୁମାର ମହାରଣା, ଭାଉଜକୁ…

ଜଟଣୀରେ ଶିଶୁଙ୍କ ପାଇଁ ହେବ କ୍ୟାନ୍ସର ହସ୍ପିଟାଲ

ବ୍ୟୁରୋ: ଶିଶୁ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ, ଏହାକୁ ଲକ୍ଷ୍ୟ ରଖି ଜଟଣୀ ନାଇଜର ପରିସରରେ ହେବାକୁ ଯାଉଛି, ଶିଶୁ ମାନଙ୍କ ପାଇଁ ଆଉ ଏକ କ୍ୟାନସର ହସ୍ପିଟାଲ । ଏହି ହସ୍ପିଟାଲରେ କେବଳ ଛୋଟ ପିଲାଙ୍କ…

ଆରପାରିରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ

ବ୍ୟୁରୋ: ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଆଜି ପରଲୋକ ହୋଇଛି। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ ତଥା ଅଭିନେତା ଭାବେ ସମସ୍ତିଙ୍କ ପାଖରେ ପରିଚିତ ଥିଲେ । ସ୍ବରୂପ ନାୟକ ୭୦ରୁ ଅଧିକ ଓଡ଼ିଆ…

ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ. ପାଣ୍ଡିଆନ

ବ୍ୟୁରୋ: 5T ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଆଜି ପ୍ରଶାସନିକ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି। ଶ୍ରୀ ପାଣ୍ଡିଆନ ଆବେଦନ କରିଥିବା ଭିଆରଏସକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମଞ୍ଜୁର କରୁଛି। ଭିଆରଏସ ମିଳିବା ପରେ…

ରଘୁବର ଦାସ ଓଡ଼ିଶାର ନୂତନ ରାଜ୍ୟପାଳ

ବ୍ୟୁରୋ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରଘୁବର ଦାସ ହେବେ ଓଡ଼ିଶାର ନୂତନ ରାଜ୍ୟପାଳ । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନରେ, ଓଡ଼ିଶାର…