Advertisement

ବ୍ୟୁରୋ: ସାମାନ୍ୟ ଘଟଣାକୁ ନେଇ ଘଟିଛି ବୋମା ମାଡ଼। ଜଟଣୀ ଥାନା ଅଧିନ ତରାବୋଇ ଗ୍ରାମରେ କଥା କାଟାକଟିକୁ  ନେଇ, ଦୁଇ ଗୋଷ୍ଠୀ ହୋଇଛନ୍ତି ମୁହାଁ ମୁହିଁ । ବିଳମ୍ବିତ ରାତିରେ କରିଛନ୍ତି ବୋମାମାଡ଼। ଏଥିରେ କିଛି ବାଇକ ଭାଙ୍ଗି ଥିବାର ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ମୁହାଁମୁହିଁରେ କିଛି ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ସୂଚନା ମିଳୁଛି। ଖବର ପାଇ ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପରିସ୍ଥିତି ଉପରର ନଜର ରଖିଛି।

Advertisement

Leave a Reply

Your email address will not be published. Required fields are marked *