ରୋଜାର ସପ୍ତଦଶତମ ବାର୍ଷିକ ଉତ୍ସବ ପାଳିତ
ବ୍ୟୁରୋ: ଜଟଣୀର ସର୍ବ ପୁରାତନ ୧୦୯ ବର୍ଷର ରେଲୱେ ସ୍କୁଲ ପୁରାତନ ଛାତ୍ର ସଂସଦ (ରୋଜା)ର ସପ୍ତଦଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଛି । ରୋଜାର ସଭାପତି ଡାକ୍ତର ପ୍ରସନ୍ନ କୁମାର ମହାନ୍ତିଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି…
ବ୍ୟୁରୋ: ଜଟଣୀର ସର୍ବ ପୁରାତନ ୧୦୯ ବର୍ଷର ରେଲୱେ ସ୍କୁଲ ପୁରାତନ ଛାତ୍ର ସଂସଦ (ରୋଜା)ର ସପ୍ତଦଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଛି । ରୋଜାର ସଭାପତି ଡାକ୍ତର ପ୍ରସନ୍ନ କୁମାର ମହାନ୍ତିଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି…
ବ୍ୟୁରୋ: ରାଜଧାନୀ ଉପକଣ୍ଠ ଜଟଣୀ ବ୍ଲକ ଯାଁଳା ପଞ୍ଚାୟତରେ ଶ୍ରୀ ଗ୍ରାମେଶ୍ବର ଯୁବ ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି, ମୁଣ୍ଡମୁହାଁଣସ୍ଥିତ ବାବା ଗ୍ରାମେଶ୍ବର ମେଳନ ପଡିଆ ଠାରେ ଏବର୍ଷର ନାଟକ ମହୋତ୍ସବ ଅନୁଷ୍ଠିତ ହେଉଅଛି। ଏହି ଉତ୍ସବ ଆଜି ଠାରୁ ଆରମ୍ଭ…
ବ୍ୟୁରୋ : ସରକାର ରୋଗୀ ମାନଙ୍କ ଚିକିତ୍ସା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସାଧା ଚିରା କାଗଜରେ ମେଡ଼ିସିନ ଲେଖୁଛନ୍ତି ସରକାରୀ ଡାକ୍ତର। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।…
ବ୍ୟୁରୋ: ଜଟଣୀ ରାମଚନ୍ଦ୍ରପୁରସ୍ଥିତ ଚିନ୍ମୟ ମିଶନ ଶ୍ରୀ ଜଗନ୍ନାଥ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଛି। ଭୋରୁ ମନ୍ଦିରର ଦ୍ୱାର ଖୋଲିବା ପରେ ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଭକ୍ତ ମାନଙ୍କ ଦ୍ୱାରା ଭଜନ ଅନୁଷ୍ଠିତ ହୋଇଥିଲା।…
ବ୍ୟୁରୋ: ଜଟଣୀ ଶ୍ରୀହରି ବିହାରସ୍ଥିତ ଶ୍ରୀ ବିଷ୍ଣୁ ମନ୍ଦିରର ୧୬ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି। ଗତ ୭ତାରିଖରୁ ଯଜ୍ଞ ଆରମ୍ଭ ହୋଇ ୧୦ ତାରିଖ ସନ୍ଧ୍ୟାରେ ପୂର୍ଣାହୂତି ହୋଇଛି । ଯଜ୍ଞ ଆରମ୍ଭରୁ ଅଙ୍କୁରୋପଣ,ଶାଲାଧୂବାସ,…
ବ୍ୟୁରୋ: ଖୋର୍ଦ୍ଧା ବନ ବିଭାଗ ଡିଭିଜନ ଅଧିନ ରଣପୁର ବନ ବିଭାଗ ରେଞ୍ଜ ଅଞ୍ଚଳର ମୟୁରଝାଲିଆ ଗାଁର ବରବରାଝର ନିକଟସ୍ଥ ସାହାଡ଼ା ଜଙ୍ଗଲ ମଧ୍ୟରେ ହାତୀ ଶାବକର ମୃତଦେହ ଦେଖିବାକୁ ମିଳିଛି । ମୃତ ହାତୀ ଶାବକର ବୟସ ୨/୩ ମାସ…
ବ୍ୟୁରୋ: ଟାଙ୍ଗୀ ପଞ୍ଚାୟତ ସମିତି ଅନ୍ତର୍ଗତ ସୁନ୍ଦରପୁର କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିନ ଧରି ମେଗା ଅପାର୍ ଦିବସ ପାଳିତ ହୋଇଯାଇଛି । ପ୍ରଥମ ଦିବସରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଦ୍ୟାଳୟ…
ବ୍ୟୁରୋ: ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷୀ ସୁରକ୍ଷା ବାହିନୀ ବିଶେଷ ସୂତ୍ରରୁ ଖବର ପାଇ, ଚିଲିକା କୂଳ ବାଲିନାଶି ଜେଟି ନିକଟରୁ ୨ ଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହିତ ଜଣେ ବୃଦ୍ଧଙ୍କୁ ଗିରଫ କରିଛି । ଗିରଫ…
ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଅଧିନ ସୋରଣ ଆର.ଆଇ ଅଫିସରେ, କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀ ମନୋରଞ୍ଜନ ହରିଚନ୍ଦନଙ୍କୁ, କାର୍ଯ୍ୟାଳୟ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି। ମନୋରଞ୍ଜନଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଜଣାପଡିଛି । ଗୁରୁତର ମନୋରଞ୍ଜନଙ୍କୁ…
ବ୍ୟୁରୋ- ଲୁଚି ଲୁଚି ଦିଦି ବିକୁଥିଲେ ଚୋରା ଦେଶୀ ମଦ , ଧରପଗଡ଼ ବେଳେ ମାରୁଥିଲେ ଚମ୍ପଟ । ଦିଦି ବୋଲି କେହି ସନ୍ଦେହ କରୁନଥିଲେ। ତାର ଫାଇଦା ନେଉଥିଲେ ଦିଦି । ହେଲେ ବେଶିଦିନ କାମ ଦେଲାନି ଦିଦିଙ୍କ ବୁଦ୍ଧି,…