ବଟି ମାଗି ପୋଲିସ କନେଷ୍ଟବଳ ନିଲମ୍ବିତ
ବ୍ୟୁରୋ: ଖଣି ଅଧିକାରୀଙ୍କ ନାଁରେ ଖଣି ଲିଜଧାରୀଙ୍କୁ ବଟି ମାଗିବା ଅଭିଯୋଗରେ ପୋଲିସ କନେଷ୍ଟବଳ ତାପସ କୁମାର ବେହେରାଙ୍କୁ ନିଲମ୍ବିତ କରିଛନ୍ତି ଖୋର୍ଦ୍ଧା ଏସପି ସାଗରିକା ନାଥ। ସୂଚନା ମୁତାବକ ପୋଲିସ କନେଷ୍ଟବଳ ତାପସ ବେହେରା ଖୋର୍ଦ୍ଧା ଖଣି ଅଧିକାରୀ ଜଗନ…
ବ୍ୟୁରୋ: ଖଣି ଅଧିକାରୀଙ୍କ ନାଁରେ ଖଣି ଲିଜଧାରୀଙ୍କୁ ବଟି ମାଗିବା ଅଭିଯୋଗରେ ପୋଲିସ କନେଷ୍ଟବଳ ତାପସ କୁମାର ବେହେରାଙ୍କୁ ନିଲମ୍ବିତ କରିଛନ୍ତି ଖୋର୍ଦ୍ଧା ଏସପି ସାଗରିକା ନାଥ। ସୂଚନା ମୁତାବକ ପୋଲିସ କନେଷ୍ଟବଳ ତାପସ ବେହେରା ଖୋର୍ଦ୍ଧା ଖଣି ଅଧିକାରୀ ଜଗନ…
ବ୍ୟୁରୋ : ଜଟଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୯ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଟଣୀ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ କମିଟିର ସଭାପତି ପ୍ରସନ୍ନ…
ବ୍ୟୁରୋ: କଳା ଓ ସଂସ୍କୃତି ଭିତ୍ତିକ, ରାଜ୍ୟର ପୁରାତନ କଳା ଅନୁଷ୍ଠାନ ସାଧନା ଆର୍ଟ ଆଣ୍ଡ କଲଚର୍ ର ୧୧ତମ ବାର୍ଷିକ ଉତ୍ସବ, ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଶିଷ୍ଠ କବି, ଔପନ୍ୟାସିକ ପ୍ରସନ୍ନ…
ବ୍ୟୁରୋ: ଜାତୀୟ ରାଜପଥରେ ବାଇକ ଚାଳକଙ୍କୁ ଟାର୍ଗେଟ କରି ମାରଣାସ୍ତ୍ର ଦେଖାଇ ଲୁଟିବା ଘଟଣାର ତଦନ୍ତ କରି ଟାଙ୍ଗୀ ପୋଲିସ ୫ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଖୋଲିକୋଟ ଥାନା ଅଞ୍ଚଳର ମନୁ ବାରିକ , ଦୀପକ…
ବ୍ୟୁରୋ: ଜଟଣୀରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ମହିଳା ଓ ପୁରୁଷ ମାନେ ଉଇ ହୁଙ୍କା ମୂଳେ ପୂଜା କରି ନାଗ ଚତୁର୍ଥୀ ପାଳନ କରିଥିବା ଦେଖିବାକୁ ମିଳିଛି। କାର୍ତ୍ତିକ ଅମାବାସ୍ୟା ର ତିନି ଦିନ ପରେ ନାଗ ଚତୁର୍ଥୀ ପଡିଥାଏ।…
ବ୍ୟୁରୋ: ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ଜଣଙ୍କ ହେଉଛନ୍ତି ଜଟଣୀ ଥାନା ଅଧିନ ବେଣାପଞ୍ଜରୀ ଗ୍ରାମର ପ୍ରଭାକର ଦାସଙ୍କ ପୁଅ ଅଜୟ କୁମାର ଦାସ ଓରଫ ଜଟିଆ (୩୨)। ସୂଚନା ମୁତାବକ ଆଜି ଅପରାହ୍ନ ୧୨ଟା ସମୟରେ ଅଜୟ…
ବ୍ୟୁରୋ: ଖୋର୍ଦ୍ଧା ଗୋଡ଼ିପୋଖରୀ ବ୍ରହ୍ମକୁମାରୀ ସେବା କେନ୍ଦ୍ର ପରିସରରେ ଆଲୋକର ପର୍ବ ଦୀପାବଳି ପାଳିତ ହୋଇଯାଇଛି। କେନ୍ଦ୍ର ସଞ୍ଚାଳିକା ବ୍ରହ୍ମକୁମାରୀ ଅନୁରାଧା ଭଉଣୀଙ୍କ ସଂଯୋଜନାରେ ଉତ୍ସବ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉପ କାରାଗାର ଅଧୀକ୍ଷକ ରାଜୀବ କୁମାର…
ବ୍ୟୁରୋ: ଆଜି ସନ୍ଧ୍ୟାରେ ଜଣେ ବ୍ୟକ୍ତି ଜଟଣୀରୁ ବାଣ ନେଇ ବାଇକରେ ଯାଉଥିବା ବେଳେ, ଜଟଣୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ଗୋବିନ୍ଦପୁର ଠାରେ ହଟାତ କୌଣସି କାରଣରୁ ବାଇକରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ବାଇକଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା…
ବ୍ୟୁରୋ: ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନର ଅଟ୍ରି ଠାରେ ଆଜି ଆନୁଷ୍ଠାନିକ ଭାବେ ନୂତନ ଯାତ୍ରୀ ପାସେଞ୍ଜର ହଲ୍ଟ ଉଦଘାଟନ ହୋଇଛି। ଏହି ଉତ୍ସବରେ ଭୁବନେଶ୍ୱରର ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବେଗୁନିଆ ବିଧାୟକ ପ୍ରଦିପ କୁମାର ସାହୁ, ଖୋର୍ଦ୍ଧା ବିଧାୟକ…
ବ୍ୟୁରୋ: ଦୀପାବଳିକୁ ଆଖି ଆଗରେ ରଖି ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଛନ୍ତି ବାଣ ବେପାରୀ। ଆଜି ବେଗୁନିଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ବେଗୁନିଆ ଥାନା ମାଣିବନ୍ଧ ଗ୍ରାମର କେଦାର ଧଳଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣର…