Tag: khordha

ବିଧାନସଭା ଗୃହକୁ ମୁଣ୍ଡିଆ ମାରିଲେ ସୁରେଶ ରାଉରତାୟ

ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ବିଧାନସଭା ଗୃହରୁ ବାହାରିବା ସମୟରେ ଗୃହକୁ ମୁଣ୍ଡିଆ ମାରି ଭାବବିହ୍ୱଳ ହୋଇପଡିଥିଲେ। ଆଉ କହିଥିଲେ ଏହା ହେଉଛି ମୋର ଶେଷ ବିଧାନସଭା। ମୁଁ ଆଗକୁ ଆଉ…

ଭୁବନେଶ୍ୱରରୁ ଅଯୋଧ୍ୟା ଅଭିମୁଖେ ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ

ବ୍ୟୁରୋ: ଭୁବନେଶ୍ୱର ରେଳ ଷ୍ଟେସନରୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାକୁ ଆଜି ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ୍ । ଏହି ଟ୍ରେନରେ ପ୍ରଥମ ଦିନରେ ୧୪୦୦ ଶ୍ରଦ୍ଧାଳୁ ଯାତ୍ରା କରିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲପତାକା ହଲାଇ ଏହି ଟ୍ରେନର…

ମା’ ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା

ବ୍ୟୁରୋ: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୦ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ବେଚ୍ଛାସେବୀ ସଂଗଠନ କର୍ମ ମନ୍ଦିର ପକ୍ଷରୁ ଜଟଣୀ ସ୍ବସ୍ତି ଜ୍ୟୋତି ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଣାମ ମା ରମାଦେବୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କର୍ମ ମନ୍ଦିର ଅଧ୍ୟକ୍ଷା ସବିତା ରାୟଙ୍କ…

ଓଡ଼ିଆରେ ଦସ୍ତଖତ କଲେ, ବନ୍ଦେ ଉତ୍କଳ ଜନନୀ ଗାଇଲେ

ବ୍ୟୁରୋ: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ, ଜଟଣୀ ପୌର ପରିଷଦ ପକ୍ଷରୁ ଜଟଣୀ ପୋଷ୍ଟ ଅଫିସ ନିକଟ, ମୋ ଜଟଣୀ ଠାରେ ଓଡ଼ିଆ ଭାଷାରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜଟଣୀ ପୌର ପରିଷଦର ଅଧ୍ୟକ୍ଷ…

ଜଟଣୀ ବ୍ଲକ ପରିସରରେ ସମୂହ ଗାଇଲେ ବନ୍ଦେ ଉତ୍କଳ ଜନନୀ

ବ୍ୟୁରୋ: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ, ଜଟଣୀ ପଞ୍ଚାୟତ ସମିତି ପରିସରରେ ଅତିଥି ଓ କର୍ମଚାରୀ ମାନେ ସମସ୍ତେ ଏକାଠି ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀମତୀ ରଶ୍ମିତା…

ତୀର୍ଥଯାତ୍ରୀ ବସ୍ କୁ ଧକ୍କା ଦେଲା ହାଇୱା, ୨୦ ଆହତ

ବ୍ୟୁରୋ: ରାୟଗଡାରୁ ତୀର୍ଥଯାତ୍ରୀଙ୍କୁ ଧରି ପୁରୀ ପରିକ୍ରମା ପ୍ରକଳ୍ପ ବୁଲେଇବା ପାଇଁ ଆସୁଥିବା ବସ୍ କୁ ୧୬ ନମ୍ବର ଜାତୀୟ ରାଜପଥ, ଗଡ ଖୋର୍ଦ୍ଧା ଛକରେ ଧକ୍କା ଦେଲା ହାଇୱା । ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ…

ଜଟଣୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ବ୍ୟୁରୋ: ଜଟଣୀର ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ, ଜଟଣୀ ଗାନ୍ଧୀ ପାର୍କ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ତିରୋଧାନ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ…

ଦୁଇଟି ବାଇକ ସହ ଟ୍ରକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ବ୍ୟୁରୋ: ଜଟଣୀ ଥାନା ଅଧିନ ବେଣାପଞ୍ଜରୀ ଗ୍ରାମ ନିକଟ ସିରାଯୁଦ୍ଦିନ ଫାର୍ମ ନିକଟରେ ଆଜି ସନ୍ଧ୍ୟା ସମୟରେ, ଦୁଇଟି ବାଇକ ସହ ଟ୍ରକର ଦୁର୍ଘଟଣା ଘଟିଥିଲା। ଆଉ ଘଟଣା ସ୍ଥଳରେ ଜଣେ ବାଇକ ଅରୋହିଙ୍କ ମୃତ ହୋଇଥିବାବେଳେ, ଆଉ ଜଣେ ଗୁରୁତର…

୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ବୃକ୍ଷ ରୋପଣ

ବ୍ୟୁରୋ : ଜଟଣୀ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜଟଣୀ ଚର୍ଚ୍ଚ ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହ ଜଟଣୀର ସାମାଜିକ ଅନୁଷ୍ଠାନ ସୋଚ୍ ରେ ପାଠ ପଢ଼ୁଥିବା ପିଲାମାନଙ୍କୁ ପିନ୍ଧିବା…

ସୋଫିଟୋରିୟମ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ୟୁରୋ: ସୋଫିଟୋରିୟମ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟ ପକ୍ଷରୁ ଖୋର୍ଦ୍ଧା ବଣିଆଟାଙ୍ଗି କ୍ୟାମ୍ପସ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ପ୍ରଫେସର ଡ଼ଃ ହିମାଂଶୁ ମୋହନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ସମ୍ମାନୀତ…