ଛାତ୍ରୀଙ୍କ ଆତ୍ମହତ୍ୟା
ବ୍ୟୁରୋ: ଜଟଣୀ ବାଛରାପାଟଣାର ଜଣେ କଲେଜ ଛାତ୍ରୀଙ୍କ ଆଜି ସନ୍ଧ୍ୟା ସମୟରେ ମୃତ୍ୟୁ ଘଟିଛି। ଛାତ୍ରୀ ଜଣଙ୍କ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢୁଥିଲେ। ଛାତ୍ରୀ ଜଣଙ୍କ କୌଣସି କାରଣକୁ ଘରେ, ବେକରେ ଓଢଣୀ ଲଗାଇ ଓହଳି ପଡ଼ିଥିଲେ। ଛାତ୍ରୀଙ୍କ ପରିବାର…
ବ୍ୟୁରୋ: ଜଟଣୀ ବାଛରାପାଟଣାର ଜଣେ କଲେଜ ଛାତ୍ରୀଙ୍କ ଆଜି ସନ୍ଧ୍ୟା ସମୟରେ ମୃତ୍ୟୁ ଘଟିଛି। ଛାତ୍ରୀ ଜଣଙ୍କ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢୁଥିଲେ। ଛାତ୍ରୀ ଜଣଙ୍କ କୌଣସି କାରଣକୁ ଘରେ, ବେକରେ ଓଢଣୀ ଲଗାଇ ଓହଳି ପଡ଼ିଥିଲେ। ଛାତ୍ରୀଙ୍କ ପରିବାର…
ବ୍ୟୁରୋ: 2024 ସାଧାରଣ ନିର୍ବାଚନକୁ ରହିଲା ଆଉ କିଛି ମାସ ବାକି। ଏବେଠାରୁ ନେତାମାନେ ଆରମ୍ଭ କରିସାରିଲେଣି ନିର୍ବାଚନ ପ୍ରଚାର ସହ କର୍ମୀ ସମ୍ମିଳନୀ । ନେତାମାନେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଗଢି, ହେଉଛନ୍ତି ଲୋକମାନଙ୍କ ନିକଟତର। ଗତ କିଛି ଦିନ…
ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ବେଣାପଞ୍ଜରୀ ପାଞ୍ଚୟତ ପାଣ୍ଡିଆବିଲି ଗ୍ରାମକୁ ଯିବାପାଇଁ, ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତାଟି ଭାଙ୍ଗିଯାଇଛି। ହୀରାକୁଦର ୫ଟି ଗେଟ ଖୋଲାଯିବା ପରେ ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଦୟାନଦୀରେ ହୀରାକୁଦ ଜଳ ପ୍ରବେଶ…
ଜଟଣୀ: ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଭୁବନେଶ୍ୱର ଆଇ.ଆଇ.ଟି.ର ସହ ପ୍ରାଧ୍ୟାପକ ଡ଼ଃ ସମ୍ବିତ ପଟ୍ଟନାୟକ ଅତିଥି ଭାବେ…
ଜଟଣୀ: ପରିବେଶର ସୁରକ୍ଷା ଓ ବାୟୁମଣ୍ଡଳର ତାପମାତ୍ରାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ, ଆଜି ଜଟଣୀର ସାମାଜିକ ଅନୁଷ୍ଠାନ ଜନକଲ୍ଯାଣ ସେବାଟ୍ରଷ୍ଟ ପକ୍ଷରୁ ଚାରା ବଣ୍ଟନ କରାଯାଇଛି। ଟ୍ରଷ୍ଟର ସଭାପତି ନବୀନ୍ କୁମାର ମହାପାତ୍ରଙ୍କ ଅଧ୍ଯକ୍ଷତାରେ ଆଜି ଜଟଣୀ ଜନସାଧାରଣଙ୍କୁ ପ୍ରଥମ ପର୍ଯ୍ୟାୟରେ…
ଜଟଣୀ: ଜଟଣୀ ତହସିଲ ଅଧିନ ବଡ଼ତୋଟା ମୌଜା ସରକାରୀ ଜମିରେ ବେଆଇନ ଭାବେ ନିର୍ମାଣ ହୋଇଥିବା, ଦୁଇଟି ଦୋକାନ ଘରକୁ ଉଛେଦ କରିଛି ଜଟଣୀ ତହସିଲ । ବଡ଼ତୋଟା ଗ୍ରାମରେ ଥିବା ଦୁଇଟି ଶିକ୍ଷାନୁଷ୍ଠାନ ନିକଟରେ ବେଆଇନ ଭାବେ, ସରକାରୀ ଜମିକୁ…
ଜଟଣୀ: ଜଟଣୀ ପୋୖର ପରିଷଦ ଅଧିନ ବାଲିଛକ ସାହିରେ ଥିବା, ଜଟଣୀ ଗୋସେବା ଶିବିରରେ ଷଣ୍ଢର ଅସ୍ତ୍ରୋପଚାର କରାଯାଇ, ଷଣ୍ଢ ପେଟରୁ ପ୍ରାୟ ୫୦କେଜି ଓଜନର ପଲିଥିନ ସହ ଅନ୍ୟାନ୍ୟ ସାମଗ୍ରୀ କଢାଯାଇଛି। ଜଟଣୀ ବିକାଶ ନଗର ଅଞ୍ଚଳରେ ଏହି ଷଣ୍ଢ…
ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ତରାବୋଇ ଅଞ୍ଚଳରେ ରେଲୱେ ଷ୍ଟେସନ ନିର୍ମାଣ ପାଇଁ ଗ୍ରାମବାସୀମାନେ ବହୁ ବର୍ଷ ଧରି ଦାବୀ କରିଆସୁଥିଲେ। ସ୍ଥାନୀୟ ଜନସାଧାରଣ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହ ଷ୍ଟେସନ ନିର୍ମାଣ ପାଇଁ ଆଲୋଚନା କରିଥିଲେ।…
ଜଟଣୀ: ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ, ଆଜି ଜଟଣୀ ପଞ୍ଚାୟତ ସମିତି ସଭା ଗୃହରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସମୁଦାୟ ୪୯ଟି ଅଭିଯୋଗ ଜନସାଧାରଣ କରିଥିଲେ। ସେଥିମଧ୍ୟରୁ ୫ଟି ଅଭିଯୋଗର ଫଇସଲା ଜିଲ୍ଲାପାଳ ତୁରନ୍ତ…
ଜଟଣୀ: ଦିନକୁ ଦିନ ବଢି ଚାଲିଛି ଆଖିଧରା ସଂକ୍ରମଣ। ଚିନ୍ତାରେ ରହିଛନ୍ତି ସମସ୍ତେ। କିପରି କରିବେ ଏହାର ମୁକାବିଲା। ଜଟଣୀ ପୋୖର ପରିଷଦ ଅଧୀନରେ ଥିବା 23 ଗୋଟି ୱାର୍ଡ ଓ ଜଟଣୀ ବ୍ଲକ ଅଧୀନରେ ଥିବା 15ଟି ପଞ୍ଚାୟତରେ ବଢିଚାଲିଛି…