Tag: khordha

ଆରମ୍ଭ ହେଲା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର, ରାଜଧାନୀ ଏକ୍ସପ୍ରେସର ତେଜସ୍ କୋଚ୍

ବ୍ୟୁରୋ : ରାଜଧାନୀ ଏକ୍ସପ୍ରେସ ତେଜସ୍ କୋଚର ମଜା ନେବେ ଯାତ୍ରୀ। ଉନ୍ନତ, ଆଧୁନିକ ଓ ଆରାମଦାୟକ ହେବ ଯାତ୍ରା। ଆଜି ଭୁବନେଶ୍ୱର ରେଲୱେ ଷ୍ଟେସନରେ ଆରମ୍ଭ ହୋଇଛି ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ତେଜସ୍ କୋଚ୍ । କେନ୍ଦ୍ର ଶିକ୍ଷା ଓ…

ଜଟଣୀ ଲୟାର୍ସ ଆସୋସିଏସନ୍ ପକ୍ଷରୁ ବୃକ୍ଷରୋପଣ

ବ୍ୟୁରୋ: ଜଟଣୀ ଲୟାର୍ସ ଆସୋସିଏସନ୍ ପକ୍ଷରୁ ଜଟଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ, ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ଲଗାଯାଇଛି। ଆସୋସିଏସନର କର୍ମକର୍ତ୍ତା, ବିଦ୍ୟାଳୟ ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ହରିଡା, ବାହାଡ଼ା, ସାହାଡ଼ା, ଅଁଳା, ଲିମ୍ବ, ବାଦାମ,ବଉଳ, ଶିଶୁ…

ପୁରୁଣା ପେନସନ ସ୍କିମ୍ ଲାଗୁ କରିବାକୁ ଶ୍ରମିକ କଂଗ୍ରେସର ଦାବି

ବ୍ୟୁରୋ: ପୂର୍ବତଟ ରେଲୱେ ଶ୍ରମିକ କଂଗ୍ରେସ ପକ୍ଷରୁ ନୂତନ ପେନସନ ଯୋଜନା ରଦ କରିବା ଏବଂ ପୁରୁଣା ପେନସନ ଯୋଜନାକୁ ଲାଗୁ କରିବା ସହ ଅନ୍ୟ ୨୦ ଦଫା ଦାବି ନେଇ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁଙ୍କ…

ଜଟଣୀରେ ସୁର ଭାଇଙ୍କ ୮୦ତମ ଜନ୍ମଦିନ ପାଳନ

ବ୍ୟୁରୋ: ଜଟଣୀ ନାଗରିକ କମିଟି ତରଫରୁ ଆଜି ସନ୍ଧ୍ୟାରେ ଜଟଣୀ ଅଗ୍ରୱାଲା ଧର୍ମଶାଳା ପରିସରରେ, କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟଙ୍କ ୮୦ତମ ଜନ୍ମ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି…

ବୌଦ୍ଧିକ ସମ୍ପତ୍ତି ଅଧିକାର ଉପରେ କର୍ମଶାଳା

ବ୍ୟୁରୋ: ଭୁବନେଶ୍ୱରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ‘ବେସିକସ୍ ଅଫ୍ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ରାଇଟ୍ସ’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇୟାଇଛି। ଏହି କର୍ମଶାଳାକୁ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ବୋର୍ଡ ଅଫ ଗଭର୍ଣ୍ଣର ଅଧ୍ୟକ୍ଷ ଡଃ ଆର. ପି. ସିଂହ…

ରାଜା ୟୁଏଲ୍ ଫାୟାର ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ।

ବ୍ୟୁରୋ: ଜଟଣୀ ଏନ୍.ଡ଼ି.ଆର୍.ସି. ହାଇସ୍କୁଲ ପରିସରରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଜା ୟୁଏଲ୍ ଫାୟାର ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ପ୍ରତିଷ୍ଠାତା ଏମ୍ ଡି ପରଵେଶ୍ ହାଇଦରଙ୍କ ନେତୃତ୍ୱରେ ବିଦ୍ୟାଳୟରେ ବହୁ ଔଷଧୀୟ ବୃକ୍ଷ ରୋପଣ…

ମହିଳାଙ୍କ ସୁରକ୍ଷା ଓ ଅଧିକାର ପାଇଁ ଏକାଠି ହେଲେ ସ୍ୱେଚ୍ଛାସେବୀ।

ବ୍ୟୁରୋ: ମହିଳା ମାନଙ୍କୁ ମିଳିବ କିପରି ସୁରକ୍ଷା । କିପରି ମହିଳାମାନେ ନିରାପଦରେ ଘରୁ ବାହାରି, ପାଠ ପଢିବା ପାଇଁ ସ୍କୁଲ କଲେଜ ଯାଇପାରିବେ। ଏହାସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କିପରି ମହିଳା ମାନଙ୍କୁ ମିଳିବ ସମ୍ମାନ ଓ ଅଧିକାରୀ।…

ଖୋର୍ଦ୍ଧାରୋଡ଼ ଷ୍ଟେସନରୁ ୬୩ କିଲୋ ଗଂଜେଇ ଜବତ ।

ବ୍ୟୁରୋ: ଖୋର୍ଦ୍ଧାରୋଡ ଆର.ପି.ଏଫ୍ ଓ ଜି.ଆର.ପି. କର୍ମଚାରୀଙ୍କ ମିଳିତ ସହଯୋଗରେ, ଜଟଣୀ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରୁ ଜବତ ହେଲା ୬୩ କିଲୋ ଗଂଜେଇ । ଆଉ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।…

ଡଙ୍ଗା ଉପରେ ଚାଲିଗଲା ବାପ-ପୁଅଙ୍କ ଜୀବନ।

ବ୍ୟୁରୋ : ଚିଲିକା ଭିତରକୁ ଡଙ୍ଗା ନେଇ ଯାଇଥିଲେ ମାଛ ଧରିବାକୁ। ହେଲେ ଜାଣିନଥିଲେ ଏଇଟା ହେବ ତାଙ୍କର ଶେଷ ମାଛ ଧରା। ଚିଲିକାରେ ହଟାତ ହେଲା ବର୍ଷା ସହ ବିଜୁଳି , ଆଉ ବିଜୁଳି ମାଡରେ ଡଙ୍ଗା ଉପରେ ଟଳି…

ମା’ ଉଗ୍ରତାରାଙ୍କ ଆଖି, ଚିତା, କିରଟିକୁ ଲୁଟିନେଲେ ।

ବ୍ୟୁରୋ: ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ, ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁରର ମା’ ଉଗ୍ରତାରା ମନ୍ଦିରରୁ ହୋଇଛି ଲୁଟ୍। ଲୁଟେରା ମାନେ ଲୁଟି ନେଇଛନ୍ତି ମା’ ଉଗ୍ରତାରଙ୍କ ମୂଲ୍ୟବାନ ସୁନା ଗହଣା। ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ଏକାଧିକ ଲୁଟେରା ମନ୍ଦିର ଭିତରେ…