Tag: khordha

ମତ୍ସ୍ୟଜୀବୀ ମାନଙ୍କୁ ସଚେତନତା କଲା ମତ୍ସ୍ୟ ବିଭାଗ ।

ଖୋର୍ଦ୍ଧା: ଚିଲିକାରୁ ମାଛ ଧରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନଙ୍କୁ ସଚେତନତା କରିଛି ମତ୍ସ୍ୟ ବିଭାଗ। ସରକାରଙ୍କ ତରଫରୁ ମତ୍ସ୍ୟଜୀବୀମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ବିଷୟରେ ବିଭାଗୀୟ ଅଧିକାରୀମାନେ ସେମାନଙ୍କୁ ବୁଝାଇଥିଲେ।ମତ୍ସ୍ୟଜୀବୀମାନଙ୍କୁ ଡଙ୍ଗା ,ଜାଲ, ମାଛ ଚାଷ ପାଇଁ ଋଣ ଇତ୍ୟାଦି…

ପୋଲିସ ପଞ୍ଜରେ ସୋମନାଥ ଭୁଜବଳ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ।

ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ମିଳିଲା ସଫଳତା। ଧଳା ଜହର ବେପାରୀ ସୋମନାଥ ଭୁଜବଳ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ। ସୂଚନା ମୁତାବକ ଗତ ମାସ ୭ତାରିଖରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାପୁର ଠେଙ୍ଗାହାଟ ଛକରେ…

୧୫ ହଜାର ଟଙ୍କା ଲାଞ୍ଚ ନେଇ, ଧରା ପଡିଲେ ମହିଳା ଏଏସଆଇ।

ବ୍ୟୁରୋ : ଭୁବନେଶ୍ୱର ସହିଦନଗର ଥାନାର ମହିଳା ଏଏସଆଇ ମମତା ବସ୍ତିଆ, ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସୂଚନା ମୁତାବକ ମମତା ଏକ ମାମଲାର ରଫାଦଫା ପାଇଁ, ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି।…

ବିଜେଡିରେ ମିଶିଲେ ଜଟଣୀର ଦୁଇ ସ୍ୱାଧୀନ କାଉନସିଲର

ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସାନରେ ଅନୁପ୍ରାଣିତ ହୋଇ, ଜଟଣୀ ପୋୖର ପରିଷଦର ଦୁଇ ଜଣ କାଉନସିଲର ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ, ଜଟଣୀ ପୋୖର ପରିଷଦର, ୧୧ ନମ୍ବର…

ରନିଙ୍ଗ କର୍ମଚାରୀଙ୍କ ଆମରଣ ଅନଶନ।

ଜଟଣୀ: ଖୋର୍ଦ୍ଧାରୋଡ ରେଳମଣ୍ଡଳ ଶ୍ରମିକ ୟୁନିଅନ ପକ୍ଷରୁ, ସଂଯୋଜକ ରଂଜିତ କୁମାର ଦାସଙ୍କ ନେତୃତ୍ୱରେ, ରେଲୱେ ରନିଙ୍ଗ କର୍ମଚାରୀମାନେ ଆମରଣ ଅନଶନ କରିଛନ୍ତି। ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ କାର୍ଯ୍ୟଳୟ ସମ୍ମୁଖରେ ସକାଳ ୬ ଟାରୁ ସନ୍ଦ୍ୟା ୬ ଟା ପର୍ଯ୍ୟନ୍ତ କର୍ମଚାରୀ ମାନେ…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ।

ଜଟଣୀ : ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବନ ମହୋତ୍ସବ ପାଲିତ ହୋଇଯାଇଛି। ଗଛ ଲଗେଇବା ଦ୍ୱାରା ଆମେ କିପରି ଆମ ପରିବେଶର ସୁରକ୍ଷା କରିପାରିବା। ବାୟୁମଣ୍ଡଳରେ ବଢୁଥିବା ତାପମାତ୍ରାକୁ ଗଛ ଲଗାଇ ଏହାକୁ କିପରି ନିୟନ୍ତ୍ରଣ କରିପାରିବା,…

ଲବଣଗିରି ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ।

ଜଟଣୀ : ଜଟଣୀ ଲବଣଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଲିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ମନୋରଞ୍ଜନ ମହାପାତ୍ର , ସମ୍ମାନିତ ଅତିଥି ଭାବେ ଜୟନ୍ତ କୁମାର…

ହରିଡାମଡାରେ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳିତ।

ଜଟଣୀ: ୭୪ ତମ ବନ ମହୋତ୍ସବ ସପ୍ତାହ, ଜଟଣୀ ବ୍ଲକ ଅଧିନ ହରିଡାମଡାରେ ଅଞ୍ଚଳରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ , ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ଖୋର୍ଦ୍ଧା ଜିଲ୍ଲାପାଳ କେ.…

ଓଭର ବ୍ରିଜ ପାଇଁ,  ମିନି ମାରାଥନ

ଜଟଣୀ: ବହୁ ପ୍ରତିକ୍ଷିତ ଜଟଣୀ ଓଭର ବ୍ରିଜ ନିର୍ମାଣ ସରିବାକୁ ଯାଉଛି। ଉଦଘାଟନ ତାରିଖ ପ୍ରଶାସନ ଘୋଷଣା କରିନଥିଲେ ମଧ୍ୟ, ଖୁବଶୀଘ୍ର ଏହାର ଉଦଘାଟନ ହେବ ବୋଲି ଜଟଣୀବାସୀ ଆଶା ରଖିଛନ୍ତି। ଗୁରୁବାର ଜଟଣୀ ନାଗରିକ କମିଟିର ସଭାପତି ମନ୍ମଥ ରାଉତରାୟଙ୍କ…

ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଜଟଣୀ: ଜଟଣୀ ଥାନା ଆଗରେ ଘଟିଛି ମର୍ମାନ୍ତୁକ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ରାତି ପ୍ରାୟ 10ଟା ସମୟରେ, ଜଟଣୀ ହରିଭାଇନା ଛକ ପଟୁ ଏକ ଟ୍ରକ ସିତାରାମ ଛକ ପଟକୁ ଯିବା ସମୟରେ,…