Advertisement

ଜଟଣୀ:  ୭୪ ତମ ବନ ମହୋତ୍ସବ ସପ୍ତାହ, ଜଟଣୀ ବ୍ଲକ ଅଧିନ ହରିଡାମଡାରେ ଅଞ୍ଚଳରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ , ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ବହୁ ମାନ୍ୟ ମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଅତିଥିମାନେ ହରିଡାମଡ଼ା ଗ୍ରାମର ବରୁଣେଇ ପାହାଡ଼ ପାଦଦେଶରେ ବୃକ୍ଷ ରୋପଣ କରିଥିଲେ। ସମସ୍ତ ଜନସାଧାରଣ, ବୃକ୍ଷ ରୋପଣ କରିବା ପାଇଁ ଅତିଥିମାନେ ନିବେଦନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *