Advertisement

ବ୍ୟୁରୋ : ଭୁବନେଶ୍ୱର ସହିଦନଗର ଥାନାର ମହିଳା ଏଏସଆଇ ମମତା ବସ୍ତିଆ, ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସୂଚନା ମୁତାବକ ମମତା ଏକ ମାମଲାର ରଫାଦଫା ପାଇଁ, ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି।  ମମତାଙ୍କ ଠାରୁ ସମସ୍ତ ଟଙ୍କା ଜବତ କରିଛି ଜିଭିଲାନ୍ସ ବିଭାଗ। ଏହା ସହ ମମତାଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

Advertisement

Leave a Reply

Your email address will not be published. Required fields are marked *