Tag: Train

୨ ମାସ ଧରି ପୁରୀକୁ ଯିବନି କୌଣସି ଟ୍ରେନ୍‌

ବ୍ୟୁରୋ, ୭/୩: ୨ ମାସ ଧରି ପୁରୀକୁ ଯିବନି କୌଣସି ଟ୍ରେନ୍‌। ଯାତ୍ରୀ ସୁବିଧା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ପୂର୍ବ ତଟ ରେଳପଥ ପୁରୀ ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନତିକରଣ…

୨୦୨୪ରୁ ବନ୍ଦେ ଭାରତ ସ୍ଲିପର୍ ଭର୍ସନ୍

ବ୍ୟୁରୋ: ରେଳଯାତ୍ରୀଙ୍କ ପାଇଁ ଆସିଲା ଖୁସୀ ଖବର। ୨୦୨୪ରୁ ବନ୍ଦେ ଭାରତ ଟ୍ରେନରରେ, ଶୋଇକି ଯାତ୍ରା କରିବାର ମଜା ନେଇପାରିବେ ଯାତ୍ରୀ। ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବନ୍ଦେ ଭାରତ ଏକ୍ସପ୍ରେସର, ସ୍କିପର୍ ଭର୍ସନ୍‌ କିପରି ରହିବ,…

ବିରାଟ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ।

ବ୍ୟୁରୋ : ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବିରାଟ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ। ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ମେମୁ ଟ୍ରେନ୍ , ହଟାତ ନୀଳଗିରି ରୋଡରେ, ଟ୍ରେନ ଟ୍ରାକ ବଦଳାଇ ହଟାତ ଲୁପ ଲାଇନରେ ପସିଯାଇଥିଲା ।…

ଦୁର୍ଘଟଣା ସ୍ଥାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ

ବ୍ୟୁରୋ: ଶୁକ୍ରବାର ଘଟିଥିବା ବଡ଼ ଟ୍ରେନ ଦୁର୍ଘଟଣା ବାହାନଗାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେମାନଙ୍କ ସହ ଅଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ, 5T ସଚିବ ଭି.କେ. ପଣ୍ଡିଆନ ଓ ସମସ୍ତ ବରିଷ୍ଠ ଅଧିକାରୀ।…

ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ, ୨୩୩ମୃତ୍ୟୁ, ୯୦୦ରୁ ଉର୍ଦ୍ଧ ଆହତ

ବ୍ୟୁରୋ: ବାଲେଶ୍ଵର ବହାନାଗା ନିକଟରେ ହୋଇଛି ଭୟଙ୍କର ଟ୍ରେନ ଦୁର୍ଘଟଣା। ଏଥିରେ ୨୩୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୯୦୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା୭ଟା ସମୟରେ ବାହାନାଗା ରେଲୱେ ଷ୍ଟେସନର…