Advertisement

ବ୍ୟୁରୋ : ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବିରାଟ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ। ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ମେମୁ ଟ୍ରେନ୍ , ହଟାତ ନୀଳଗିରି ରୋଡରେ, ଟ୍ରେନ ଟ୍ରାକ ବଦଳାଇ ହଟାତ ଲୁପ ଲାଇନରେ ପସିଯାଇଥିଲା ।

ଟ୍ରେନର ଥିବା ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ଘଟାଇ ଟ୍ରେନକୁ ତୁରନ୍ତ ଅଟକାଇ ଦେଇଥିଲେ।  ଯାହାଦ୍ୱାରା ବିରାଟ ଦୁର୍ଘଟଣା ଘଟିବାରୁ ରକ୍ଷା ପାଇଥିଲା ମେମୁ ଟ୍ରେନ। ମେମୁ ଟ୍ରେନ ଡ୍ରାଇଭରଙ୍କ ପାଇଁ, ଆଜି ଟ୍ରେନ୍ ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଜୀବନ ରକ୍ଷା ପାଇଯାଇଛି।

Advertisement

Leave a Reply

Your email address will not be published. Required fields are marked *