Day: September 1, 2023

ମହାପାତ୍ର ଫିଲିଙ୍ଗ୍ ଷ୍ଟେସନରେ, ଇଣ୍ଡିଆନ୍ ଅଏଲର 64ତମ ପ୍ରତିଷ୍ଠା ଦିବସ ପାଳିତ।

ବ୍ୟୁରୋ: ଜଟଣୀ ହରିଭାଇନା ଛକ ନିକଟ ମହାପାତ୍ର ଫିଲିଙ୍ଗ୍ ଷ୍ଟେସନରେ , ଆଜି ସନ୍ଧ୍ୟାରେ ଇଣ୍ଡିଆନ୍ ଅଏଲର 64ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗାଡ଼ିରେ ତେଲ ପକେଇବାକୁ ଆସିଥିବା ମହିଳା ଗ୍ରାହକମାନଙ୍କୁ ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା।…

ଗୋମାଂସ ବୋଝେଇ ଟ୍ରକ ଅଟକ।

ବ୍ୟୁରୋ: ଗୋମାଂସ ବୋଝେଇ ଟ୍ରକକୁ ଅଟକ ରଖିଲେ ବଜରଙ୍ଗୀ ଦଳର କର୍ମକର୍ତ୍ତା। ୧୬ନଂ ଜାତୀୟ ରାଜପଥ ବାଲୁଗାଁ ବାଇପାସ ଦେଇ, ଏକ ଟ୍ରକରେ ଗୋମାଂସ ଚାଲାଣ ହେଉଥିବା ଖବର ପାଇ ବଜରଙ୍ଗୀ ଦଳର କର୍ମକର୍ତ୍ତା ମାନେ ଟ୍ରକକୁ ଅଟକାଇଥିଲେ। ଏହି ଟ୍ରକ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୫ଗିରଫ ।

ବ୍ୟୁରୋ: ଜଙ୍ଗଲ ଭିତରେ ଚାଲିଥିଲା ଜୁଆ ଆଡ୍ଡା। ଜଙ୍ଗଲକୁ ଭାବିଥିଲେ ସୁରକ୍ଷିତ ସ୍ଥାନ । ବେଧଡକ ଭାବେ ଚଲାଇଥିଲେ ଜୁଆ ଖେଳ। ବିଶେଷ ସୂତ୍ରରୁ ପୋଲିସ ଖବରପାଇ, ସେମାନଙ୍କୁ ମାଡି ବସିଥିଲା । ଆଉ ସେମାନଙ୍କ ଠାରୁ ଟଙ୍କା, ବାଇକ୍, ମୋବାଇଲ…

ଛାତରୁ ପଡି ସମାଜସେବୀଙ୍କ ପରଲୋକ।

ବ୍ୟୁରୋ: ରାତିରେ ଛାତ ଉପରେ ଶୋଇଥିବା ବେଳେ ଅସାବଧାନତା ପାଇଁ ଛାତରୁ ତଳେ ପଡି ଜଟଣୀ ବ୍ଲକ ଅଧିନ ଛତାବର ଅଞ୍ଚଳର ଜଣାଶୁଣା ସମାଜସେବୀ ସନ୍ତୋଷ କୁମାର ସାହୁଙ୍କର ବିୟୋଗ ହୋଇଛି। ସୂଚନା ଅନୁସାରେ ବୁଧବାର ରାତିରେ ସନ୍ତୋଷ ନିଜ ଘର…

ସ୍ୱାୟତ୍ତ ଶାସନ ଦିବସ ପାଳିଲା ଜଟଣୀ ପୋୖର ପରିଷଦ।

ବ୍ୟୁରୋ: ଜଟଣୀରେ ପୌର ପରିଷଦ ପ୍ରତିଷ୍ଠାର 51ବର୍ଷ ପୂର୍ତ୍ତି ଉତ୍ସବ ସହ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପୋୖର ପରିଷଦ ପକ୍ଷରୁ ସକାଳ ସମୟରେ ରାମଧୁନ ଗାନ କରାଯାଇଥିଲା। ପରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା…