Day: April 16, 2024

ମା’ ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜାର ନବମୀ ତିଥିରେ ସିଦ୍ଧିଦାତ୍ରୀ ବେଶ।

ବ୍ୟୁରୋ: ଜଟଣୀ କୁଦିଆରି ର ଗ୍ରାମଦେବୀ ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ନବମୀ ତିଥିରେ ମା’ ସିଦ୍ଧିଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସକାଳୁ ସାଲା ମଣ୍ଡନ, ସୂର୍ଯ୍ୟ ପୂଜା ସରିବା ପରେ ମା’ ଏକ…

ଶ୍ରୀଶ୍ରୀ ସଙ୍କଟମୋଚନ ହନୁମାନଙ୍କ ୨୨ତମ ବିଶ୍ୱଶାନ୍ତି ମହାଯଜ୍ଞ

ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ ବିଶ୍ୱନାଥ କଲୋନୀ , ଆର.ଏମ.ଏସ. କ୍ୟାମ୍ପସ ପରିସରରେ ଶ୍ରୀଶ୍ରୀ ସଙ୍କଟମୋଚନ ହନୁମାନଙ୍କ ୨୨ ତମ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି।ଶ୍ରୀରାମ ଯୁବକ ସଂଘ ପକ୍ଷରୁ ଏହି ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ କରାଯାଇଥିଲା। ଏହି ଯଜ୍ଞ…

ଅନନ୍ତବିହାର ୱେଲଫେୟାର ଆସୋସିଏସନ ଓ ଯୋଗ କମିଟି ପକ୍ଷରୁ ଓଡ଼ିଆ ନବ ବର୍ଷ ପାଳିତ।

ବ୍ୟୁରୋ: ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ଅନନ୍ତବିହାର ୱେଲଫେୟାର ଆସୋସିଏସନ ଓ ଯୋଗ କମିଟି ପକ୍ଷରୁ ଅନନ୍ତବିହାର ବିଡିଏ ପାର୍କରେ ଓଡ଼ିଆ ନବ ବର୍ଷ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ…

ନିଶା ନିବାରଣ ଓ ବ୍ୟାବହାରିକ ପରିବର୍ତ୍ତନ ଶିବିର ଉଦଯାପିତ

ବ୍ୟୁରୋ: ସୋସାଇଟି ଫର୍ ଚିଲ୍ଡରେନ୍ (ସୋଚ୍) ଅନୁଷ୍ଠାନ ରେ ଉଭୟ ତ୍ରୟ ମାସିକ ଶିକ୍ଷ୍ୟା ସଂଯୋଜନା ଶିବିର ଏବଂ ଏକ ମାସର ନିଶା ନିବାରଣ ଓ ବ୍ୟାବହାରିକ ପରିବର୍ତ୍ତନ ଶିବିର ର ଉଦଯାପନୀ ଉତ୍ସବ ସୋମବାର ପାଳିତ ହୋଇଯାଇଛି l ଉଭୟ…

ମା’ ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜାର ଅଷ୍ଟମୀ ତିଥିରେ ମହାଗୌରୀ ବେଶ

ବ୍ୟୁରୋ: ଜଟଣୀ କୁଦିଆରି ର ଗ୍ରାମଦେବୀ ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ଅଷ୍ଟମୀ ତିଥିରେ ମା’ ମହାଗୌରୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଇଥିଲେ l ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ସରିବା ପରେ, ସନ୍ଧ୍ୟା…