ମା’ ଜାଗୁଳେଇଙ୍କ ପୀଠରେ ଆରମ୍ଭ ହେଲା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ
ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ କୁଦିଆରି ର ଗ୍ରାମଦେବୀ ମା’ ଜାଗୁଳାଇଙ୍କ ପୀଠରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ। ମଙ୍ଗଳବାର ସକାଳୁ ମାନସିକ ବ୍ରତଧାରୀ ମହିଳା ଓ ପୁରୁଷ ମାନେ ନୂତନ ଵସ୍ତ୍ର…