Day: November 29, 2025

ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ

ଜଟଣୀ, ୨୯/୧୧: ଜଟଣୀ ଗୋଷ୍ଠୀ ଶିକ୍ଷାଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାରଙ୍କ ଅଧ୍ୟକ୍ଷତାରେ ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ଜଟଣୀ ମହାବିଦ୍ୟାଳୟର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଜଟଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ହାତୀ ମୁଖ୍ୟ ଅତିଥି ଭାବେ…

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଯୁବକ ଗିରଫ

ବ୍ୟୁରୋ, ୨୯/୧୧: ପୁରୀ ଜିଲ୍ଲା କଣାସ କଲେଜରୁ କ୍ଳାସ ସାରି ଘରକୁ ଫେରିବା ବାଟରେ, ନିଛାଟିଆ ରାସ୍ତାର ସୁଯୋଗ ନେଇ ଜନୈକ ନାବାଳିକା ଛାତ୍ରୀଙ୍କୁ (୧୭ ବର୍ଷ) ରାସ୍ତା ରେ ଅଟକାଇ ଅସଦାଚରଣ କରିବା ଘଟଣାରେ ଜଟଣୀ ଥାନା ଅଧିନ ଜୋରକଣି…

ଜଟଣୀ ରେ ଦୁର୍ଗା ମାତା ଏବଂ ଶିବ ପରିବାର ମନ୍ଦିର ପ୍ରତିଷ୍ଠା

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଶ୍ରୀ ଗୋପୀନାଥ ମନ୍ଦିର ପରିସରରେ ନବନିର୍ମିତ ଦୁର୍ଗା ମନ୍ଦିର ଏବଂ ଶିବ ପରିବାର ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶହ ଶହ ଭକ୍ତ ମାତା ରାଣୀ ଏବଂ ଶିବ ପରିବାରର ଦର୍ଶନ କରି ମାଆ…