ପାଣିଦୁଆର ଓ ଜରିପଡା ଟିମ୍ ଚମ୍ପିୟାନ
ଟାଙ୍ଗୀ,୯/୧: ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦଘାଟନ ପରେ ଚିଲିକାରେ ହୋଇଥିବା ବୋଟ ରେସ୍ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପର୍ଯ୍ୟଟନ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ-ବଡ଼କୁଳ ପାନ୍ଥନିବାସ ଚିଲିକା କୂଳରେ ଅନୁଷ୍ଠିତ ହୋଇଥିଲା…
