Author: Kalinga Today

ରୋଜାର ସପ୍ତଦଶତମ ବାର୍ଷିକ ଉତ୍ସବ ପାଳିତ

ବ୍ୟୁରୋ: ଜଟଣୀର ସର୍ବ ପୁରାତନ ୧୦୯ ବର୍ଷର ରେଲୱେ ସ୍କୁଲ ପୁରାତନ ଛାତ୍ର ସଂସଦ (ରୋଜା)ର ସପ୍ତଦଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଛି । ରୋଜାର ସଭାପତି ଡାକ୍ତର ପ୍ରସନ୍ନ କୁମାର ମହାନ୍ତିଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି…

ଭୁବନେଶ୍ବର ଉପକଣ୍ଠରେ ନାଟକ ମହୋତ୍ସବ

ବ୍ୟୁରୋ: ରାଜଧାନୀ ଉପକଣ୍ଠ ଜଟଣୀ ବ୍ଲକ ଯାଁଳା ପଞ୍ଚାୟତରେ ଶ୍ରୀ ଗ୍ରାମେଶ୍ବର ଯୁବ ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି, ମୁଣ୍ଡମୁହାଁଣସ୍ଥିତ ବାବା ଗ୍ରାମେଶ୍ବର ମେଳନ ପଡିଆ ଠାରେ ଏବର୍ଷର ନାଟକ ମହୋତ୍ସବ ଅନୁଷ୍ଠିତ ହେଉଅଛି। ଏହି ଉତ୍ସବ ଆଜି ଠାରୁ ଆରମ୍ଭ…

ରାଧାକୃଷ୍ଣଙ୍କୁ ଲାଗିହେଲା ୮୫୧ ପ୍ରକାର ବ୍ୟଞ୍ଜନ

ବ୍ୟୁରୋ: ପ୍ରତିବର୍ଷ ଭଳି ଗତକାଲି ଗୁରୁବାର ଦିନ ବ୍ୟଞ୍ଜନ ଦ୍ଵାଦଶୀ ଅବସରରେ ପୁରୀ ଗୌର ବିହାର ଆଶ୍ରମ ବା ମାତା ମଠରେ ୮୫୧ ପ୍ରକାରର ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ ହୋଇ ରାଧାକୃଷ୍ଣଙ୍କ ପାଖରେ ଭୋଗ ଲାଗି ହୋଇଛି। ମାର୍ଗଶୀର ମାସ ଶୁକ୍ଳପକ୍ଷ…

ସାଧା ଚିରା କାଗଜରେ ମେଡ଼ିସିନ୍ ଲେଖୁଛନ୍ତି ସରକାରୀ ଡାକ୍ତର

ବ୍ୟୁରୋ : ସରକାର ରୋଗୀ ମାନଙ୍କ ଚିକିତ୍ସା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସାଧା ଚିରା କାଗଜରେ ମେଡ଼ିସିନ ଲେଖୁଛନ୍ତି ସରକାରୀ ଡାକ୍ତର। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।…

ଚିନ୍ମୟ ମିଶନ ଶ୍ରୀ ଜଗନ୍ନାଥ ମନ୍ଦିରର ୪ର୍ଥ ବାର୍ଷିକ ଉତ୍ସବ

ବ୍ୟୁରୋ: ଜଟଣୀ ରାମଚନ୍ଦ୍ରପୁରସ୍ଥିତ ଚିନ୍ମୟ ମିଶନ ଶ୍ରୀ ଜଗନ୍ନାଥ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଛି। ଭୋରୁ ମନ୍ଦିରର ଦ୍ୱାର ଖୋଲିବା ପରେ ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଭକ୍ତ ମାନଙ୍କ ଦ୍ୱାରା ଭଜନ ଅନୁଷ୍ଠିତ ହୋଇଥିଲା।…

୧୬ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ

ବ୍ୟୁରୋ: ଜଟଣୀ ଶ୍ରୀହରି ବିହାରସ୍ଥିତ ଶ୍ରୀ ବିଷ୍ଣୁ ମନ୍ଦିରର ୧୬ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି। ଗତ ୭ତାରିଖରୁ ଯଜ୍ଞ ଆରମ୍ଭ ହୋଇ ୧୦ ତାରିଖ ସନ୍ଧ୍ୟାରେ ପୂର୍ଣାହୂତି ହୋଇଛି । ଯଜ୍ଞ ଆରମ୍ଭରୁ ଅଙ୍କୁରୋପଣ,ଶାଲାଧୂବାସ,…

ଜଙ୍ଗଲରୁ ହାତୀ ଶାବକର ମୃତ ଦେହ ଠାବ

ବ୍ୟୁରୋ: ଖୋର୍ଦ୍ଧା ବନ ବିଭାଗ ଡିଭିଜନ ଅଧିନ ରଣପୁର ବନ ବିଭାଗ ରେଞ୍ଜ ଅଞ୍ଚଳର ମୟୁରଝାଲିଆ ଗାଁର ବରବରାଝର ନିକଟସ୍ଥ ସାହାଡ଼ା ଜଙ୍ଗଲ ମଧ୍ୟରେ ହାତୀ ଶାବକର ମୃତଦେହ ଦେଖିବାକୁ ମିଳିଛି । ମୃତ ହାତୀ ଶାବକର ବୟସ ୨/୩ ମାସ…

ମେଗା ଅପାର୍ ଦିବସ ପାଳିତ

ବ୍ୟୁରୋ: ଟାଙ୍ଗୀ ପଞ୍ଚାୟତ ସମିତି ଅନ୍ତର୍ଗତ ସୁନ୍ଦରପୁର କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିନ ଧରି ମେଗା ଅପାର୍ ଦିବସ ପାଳିତ ହୋଇଯାଇଛି । ପ୍ରଥମ ଦିବସରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଦ୍ୟାଳୟ…

ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ

ବ୍ୟୁରୋ: ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ ମହାସମାରୋହରେ ଭୁବନେଶ୍ୱର ବିପିନ ବିହାରୀ ଚୌଧୁରି ବଧିର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦପତ୍ର ‘ନନ୍ଦିନୀ’ର ସମ୍ପାଦକ ହେମନ୍ତ ରଥଙ୍କ ପରିଚାଳନା ଓ ସଭାପତିତ୍ୱରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସାମୂହିକ ଭାବେ…

କଣ୍ଟେନର ଧକ୍କାରେ ବାଇକ୍ ଚାଳକ ଗୁରୁତର

ବ୍ୟୁରୋ: କଣ୍ଟେନର ଧକ୍କାରେ ବାଇକ୍ ଚାଳକ ଗୁରୁତର। ଆଜି ଅପରାହ୍ନ ସମୟରେ ଜଟଣୀ କିଷ୍ଟ କଲେଜ ନିକଟରେ ଟ୍ରାନ୍ସପୋଟ କଣ୍ଟେନର ସହ ଏକ ବାଇକର ଦୁର୍ଘଟଣା ଘଟିଛି। ବାଇକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି।…