Month: December 2024

ଲେଡିଜ୍ ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ୟୁରୋ: ଭୁବନେଶ୍ବର ଇନଫୋସିଟି ଅଞ୍ଚଳର ଏକ ଲେଡିଜ୍ ହଷ୍ଟେଲରୁ ମିଳିଛି ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ। ମୃତକ ଯୁବତୀ ହେଉଛନ୍ତି କେନ୍ଦ୍ରାପଡା ପାଟକୁରା ଅଞ୍ଚଳର ସୋନାଲି। ସୋନାଲି ଭୁବନେଶ୍ୱର ଫାୟାରଷ୍ଟେସନ ନିକଟ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଆଜି ହଷ୍ଟେଲରୁ…

ପୂଜ୍ୟପୂଜା ପରମ୍ପରା ଦ୍ବାରା ଶୃଙ୍ଖଳିତ ସମାଜ ଗଠନ ହୋଇପାରିବ

ବ୍ୟୁରୋ: ଆମ ଦେଶ ଜାତି ଓ ମାତୃଭାଷାର ସ୍ବାଭିମାନ ବଜାୟ ରଖୁବା ପାଇଁ ଯେଉଁ ମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନଙ୍କ ଆଦର୍ଶ ଓ କାର୍ଯ୍ୟାବଳୀକୁ ସ୍ମରଣକରିବା ପାଇଁ ପୂଜ୍ୟପୂଜା ପରମ୍ପରାକୁ ଅବ୍ୟାହତ ରଖୁବା ଜରୁରୀ । ପୂଜ୍ୟପୂଜା ପରମ୍ପରା…

କବିସୂର୍ଯ୍ୟ ରକ୍ତଦାନ ସେବା ସଂଘର ୫ମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା

ବ୍ୟୁରୋ: କବିସୂର୍ଯ୍ୟ ରକ୍ତଦାନ ସେବା ସଂଘର ପଞ୍ଚମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା କବିସୂର୍ଯ୍ୟନଗର ବ୍ଲକ ଛକ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ସଂଘର ପ୍ରତିଷ୍ଠାତା ସୁମନୁ କୁମାର ଚର୍ଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।…

ଟ୍ରାନ୍ସଜେଣ୍ଡର୍‌ଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କ୍ଲିନିକ୍ ‘ପୂର୍ଣତା’

ବ୍ୟୁରୋ: ହାଇଟେକ୍ ମେଡିକାଲ କଲେଜ୍ ଓ ହସ୍ପିଟାଲ ଏବଂ ଓଡିଶା ଟ୍ରାନ୍ସଜେଣ୍ଡର ମହାସଂଘ ‘ଶଖା’ ମଳିତ ସହ‌ଯୋଗରେ, ହାଇଟେକ୍ ମେଡିକାଲ କଲେଜ ପରିସରରେ ଖୋଲିଲି ଟ୍ରାନ୍ସଜେଣ୍ଡର୍‌ଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର କ୍ଲିନିକ୍ ‘ପୂର୍ଣତା’। ଗୋଟିଏ ଛାତ ତଳେ ଟ୍ରାନ୍ସଜେଣ୍ଡରମାନଙ୍କର ସ୍ଵାସ୍ଥ୍ୟ ଚିକିତ୍ସାର…

୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ , ୩ ଗିରଫ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ଛକ ନିକଟରୁ ଗଞ୍ଜେଇ ପାର୍ସଲ ଗ୍ୟାଙ୍ଗ କୁ ଧରିଲା ବାଲୁଗାଁ ଅବକାରୀ ଟିମ୍ । ଗଞ୍ଜେଇ ଭର୍ତ୍ତି ବସ୍ତା ଚାଲାଣ ବେଳେ ଗୋଡାଇ ଗୋଡାଇ ମାଡି ବସିଲା ବାଲୁଗାଁ ଅବକାରୀ ବିଭାଗ । ସେମାନଙ୍କ…

ତୃତୀୟ ବାର୍ଷିକ ଉତ୍ସବ ସ୍ପନ୍ଦନ ପାଳିତ

ବ୍ୟୁରୋ: ଜଟଣୀ ଷଣ୍ଢପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ସ୍ପନ୍ଦନ ପାଳିତ ହୋଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ କେଭି, ଆଇଆଇଟି ଭୁବନେଶ୍ୱରର ଅଧ୍ୟକ୍ଷ ଚକ୍ରଧର ପୃଷ୍ଟି ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଅଦୈତ ବଳିଆରସିଂହ ପ୍ରମୁଖ…

ମହିଳାଙ୍କ ପ୍ରତି ଯୌନ ନିର୍ଯ୍ୟାତନା ଉପରେ ଆଲୋଚନା ଚକ୍ର

ବ୍ୟୁରୋ: ପୂର୍ବତଟ ରେଲୱେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ, ଖୋର୍ଦ୍ଧା ରୋଡ୍ ପକ୍ଷରୁ, ମଣ୍ଡଳ ରେଳ ପ୍ରବନ୍ଧକ କାର୍ଯ୍ୟାଳୟର ସମ୍ମିଳନୀ ହଲରେ “କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ନିର୍ଯ୍ୟାତନା” ଉପରେ ଆଲୋଚନା ଚକ୍ର ଆୟୋଜନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ଡିସେମ୍ବର ୨୦ରେ ରିଲିଜ ହେବ ଅକ୍ସିଜେନ୍‌

ବ୍ୟୁରୋ: ମଣିଷ ପାଇଁ ଅକ୍ସିଜେନ୍‌ର ନିହାତି ଆବଶ୍ୟକତା ରହିଛି। ବର୍ତ୍ତମାନ ସମୟରେ କଳକାରଖାନା, ଆପାର୍ଟମେଣ୍ଟ ଆଦି ତିଆରି କରିବାକୁ ଜଙ୍ଗଲ କଟାଯାଉଛି! ଏହାଦ୍ବାରା ବାୟୁମଣ୍ଡଳରେ ଅକ୍ସିଜେନ୍ ସ୍ତର ପ୍ରଭାବିତ ହେଉଛି। ପରିବେଶ ସୁରକ୍ଷା ଓ ତାର ଯତ୍ନ କୁ ବିଷୟକୁ ନେଇ…

ବନ ସୁରକ୍ଷା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବ୍ୟୁରୋ: ବନ ସୁରକ୍ଷା କର୍ମଚାରୀଙ୍କୁ କାଠ ଫାଳିଆରେ ହୋଇଛି ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଆହତ ବନ ସୁରକ୍ଷା କର୍ମଚାରୀ ହେଉଛନ୍ତି ଭବାନୀ ପ୍ରସାଦ ପଟ୍ଟନାୟକ। ଭବାନୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ହୋଇଛି । ସୂଚନା ମୁତାବକ ବନ ସୁରକ୍ଷା…

ଭୂମିକମ୍ପରେ ଥରିଲା ଘର

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଆଜି ମୃଦୁ ଭୂମିକମ୍ପ ହେବାର ଅନୁଭବ କରିଛନ୍ତି ଲୋକେ। ଅପରାହ୍ନ ୪ଟା ୫୪ ସମୟରେ କିଛି ସେକେଣ୍ଡ ପାଇଁ ଟାଙ୍ଗୀ ଓ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଭୂକମ୍ପର ଝଟ୍‌କା କୁ ଅନୁଭଵ କରିଥିଲେ।…