ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଆଜି ମୃଦୁ ଭୂମିକମ୍ପ ହେବାର ଅନୁଭବ କରିଛନ୍ତି ଲୋକେ। ଅପରାହ୍ନ ୪ଟା ୫୪ ସମୟରେ କିଛି ସେକେଣ୍ଡ ପାଇଁ ଟାଙ୍ଗୀ ଓ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଭୂକମ୍ପର ଝଟ୍‌କା କୁ ଅନୁଭଵ କରିଥିଲେ। ଭୂମିକମ୍ପ ଭୟରେ ଲୋକମାନେ ଘର ଛାଡି ରାସ୍ତା ଉପରକୁ ଆସିଯାଇଥିଲେ । ଭୂମିକମ୍ପରେ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *