Author: Kalinga Today

ମନ୍ତ୍ରୀଙ୍କ ଗାଡି ଅଟକାଇଲେ ବିଜେଡି କର୍ମୀ

ବ୍ୟୁରୋ,୬/୩: ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଗାଡିକୁ ଅଟକାଇଲେ ବିଜେଡ଼ି କର୍ମୀ। ସୂଚନା ମୁତାବକ ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ ନ କରିବା ଏବଂ…

ଓଡ଼ିଶାର ବିକାଶ ପାଇଁ ଚିନ୍ତା କରୁଥିଲେ ବିଜୁ ବାବୁ

ବ୍ୟୁରୋ,୦୪/୦୩: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟନାୟକ ଫାଉଣ୍ଡେସନ ପକ୍ଷରୁ, ଜଟଣୀ ରାମଚନ୍ଦ୍ରପୁର ବଜାର ସ୍ଥିତ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ପରିସରରେ, ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ପାଳିତ…

ଜଟଣୀ ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ

ବ୍ୟୁରୋ, ୦୬/୦୩:ମହାନ ଜନନାୟକ ପ୍ରବାଦ ପୁରୁଷ ଓଡ଼ିଶାର କିମ୍ବଦନ୍ତୀ ନେତା ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ଜଟଣୀ ବିଜେଡି ପକ୍ଷରୁ ଉତ୍ତରାୟଣୀ କ୍ଳବ ପରିସରରେ ପାଳିତ ହୋଇଛି। ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ…

ବାଣ ବିସ୍ଫୋରଣ ୨ ଗୁରୁତର

ବ୍ୟୁରୋ,୦୪/୦୩: ବୋଲଗଡ ବ୍ଲକ ଦେଉଳି ଗ୍ରାମରେ ବାଣ ବିସ୍ଫୋରଣରେ ୨ଜଣ ଗୁରୁତର ଆହତ। ଆହତ ବ୍ୟକ୍ତି ଦୁଇଜଣ ହେଉଛନ୍ତି ଦୁର୍ଗାପ୍ରସାଦ ଗ୍ରାମର ଅଶୋକ ମଲିକ ଓ ତାଙ୍କ ପତ୍ନୀ ସୁକାନ୍ତି ମାଲିକ। ସୂଚନା ମୁତାବକ ଅଶୋକ ଓ ସୁକାନ୍ତି ଘରେ ବାଣ…

ମାର୍ଚ୍ଚ ୫ ବଦଳରେ ଅପ୍ରେଲ ୨୪ ରେ ପାଳନ ହେବ ପଞ୍ଚାୟତରାଜ ଦିବସ

ବ୍ୟୁରୋ,୦୪/୦୩: ଆଉ ମାର୍ଚ୍ଚ ୫ତାରିଖରେ ପାଳନ ହେବନି ପଞ୍ଚାୟତରାଜ ଦିବସ। ମାର୍ଚ୍ଚ୫ତାରିଖ ବଦଳରେ ଅପ୍ରେଲ୨୪ ତାରିଖରେ ପାଳନ ହେବ ପଞ୍ଚାୟତରାଜ ଦିବସ। ୨୦୨୦ ମସିହାରୁ ଓଡ଼ିଶାରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଅଛି। ତେବେ ପ୍ରତି…

ଏପ୍ରିଲରୁ ଆରମ୍ଭ ହୋଇପାରେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ

ବ୍ୟୁରୋ,୦୪/୦୩: ଏପ୍ରିଲରୁ ଆରମ୍ଭ ହୋଇପାରେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ। ଲୋକଙ୍କ ସମସ୍ୟାର ଖୁବଶୀଘ୍ର ହେବ ସମାଧାନ। ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ବିନା ଅସୁବିଧାରେ ପାର୍ଟ ପ୍ଲଟ ବିକ୍ରି ନେଇ ଆସିପାରେ ନିୟମ। ରାଜସ୍ବ ବିଭାଗକୁ ଡ୍ରାଫ୍ଟ ଦେଇଛି ନଗର ଉନ୍ନୟନ…

ଜଙ୍ଘରେ ଟାଟୁ କରି ବନ୍ଧାହେଲେ

ବ୍ୟୁରୋ, ୦୩/୦୩ : ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି ବନ୍ଧାହେଲେ, ଟାଟୁ କରିଥିବା ବ୍ୟକ୍ତି ଓ ଟାଟୁ ଦୋକାନ ମାଲିକ। ଉଭୟଙ୍କୁ ଗିରଫ କରିଛି ସହିଦନଗର ପୋଲିସ । ଗିରଫ ହୋଇଥିବା ବ୍ୟକ୍ତି ହେଲେ ରକି ରଞ୍ଜନ ବିଷୋୟୀ ଓ…

ପୁରୀ ଜିଲ୍ଲାରେ ପୋଲିସ ଆଇନ ୩୦ ଧାରା ଲାଗୁ

ବ୍ୟୁରୋ,୦୨/୦୩ : ପୁରୀ ଜିଲ୍ଲାରେ ପୋଲିସ ଆଇନର ୩୦ ଧାରା ଲାଗୁ କରାଯାଇଛି। ଏହା ଫେବୃଆରୀ ୨୬ ତାରିଖଠାରୁ ମଇ ୨୬ ତାରିଖ ଅର୍ଥାତ୍ ୯୦ ଦିନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମୁନିସିପାଲ୍ଟି, ପିପିଲି,…

ଆଶା କର୍ମୀଙ୍କ ଗଣ ବିକ୍ଷୋଭ

ବ୍ୟୁରୋ,୦୨/୦୩: ସିଆଇଟିୟୁ ନେତୃତ୍ୱରେ ଓଡିଶା ଆଶା କର୍ମୀ ଆସୋସିଏସନ, ରଣପୁର ବ୍ଲକ କମିଟି ତରଫରୁ ଆଶା କର୍ମୀଙ୍କ ୧୭ ଦଫା ସମ୍ବଳିତ ଦାବୀ ଉପରେ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଆଶା…

ଟ୍ରେନରେ ମାଡ଼ ହୋଇ ଯୁବକଙ୍କ ମୃତ୍ୟୁ

ବ୍ୟୁରୋ, ୨୨/୦୨: ଜଟଣୀ ସ୍ଥିତ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନର ପ୍ଲାଟଫର୍ମ ନମ୍ୱର୬ ରେ ଟ୍ରେନରେ ମାଡ଼ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି କେଉଁଝର…