ଉପସଭାପତି ପଦରୁ ହଟିଲେ ସୌମ୍ୟ ରଞ୍ଜନ ।
ବ୍ୟୁରୋ : ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ, ଆଜି ବିଜେଡି ଦଳର ଉପସଭାପତି ପଦରୁ ହଟାଇଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ। ସୌମ୍ୟଙ୍କ ସମ୍ପାଦକୀୟ ଲେଖା ଓ ଗଣମାଧ୍ୟମରେ ବାଇଟ ରହିଥିଲା ଖୁବ ଚର୍ଚ୍ଚାରେ ।
ବ୍ୟୁରୋ : ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ, ଆଜି ବିଜେଡି ଦଳର ଉପସଭାପତି ପଦରୁ ହଟାଇଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ। ସୌମ୍ୟଙ୍କ ସମ୍ପାଦକୀୟ ଲେଖା ଓ ଗଣମାଧ୍ୟମରେ ବାଇଟ ରହିଥିଲା ଖୁବ ଚର୍ଚ୍ଚାରେ ।
ବ୍ୟୁରୋ: ରାତିରେ ଛାତ ଉପରେ ଶୋଇଥିବା ବେଳେ ଅସାବଧାନତା ପାଇଁ ଛାତରୁ ତଳେ ପଡି ଜଟଣୀ ବ୍ଲକ ଅଧିନ ଛତାବର ଅଞ୍ଚଳର ଜଣାଶୁଣା ସମାଜସେବୀ ସନ୍ତୋଷ କୁମାର ସାହୁଙ୍କର ବିୟୋଗ ହୋଇଛି। ସୂଚନା ଅନୁସାରେ ବୁଧବାର ରାତିରେ ସନ୍ତୋଷ ନିଜ ଘର…
ବ୍ୟୁରୋ: କୁକୁର ମୁହଁରୁ ଉଦ୍ଧାର ହେଲା ସନ୍ଦିଗ୍ଧ ପାରା। ପାରା ଟିକୁ କୁକୁର ଗୋଡେଇ କାମୁଡୁଥିବା ବେଳେ, ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନ କୁହୁଡି ବଜାରରେ। ଲୋକମାନେ କୁକୁରଙ୍କ…
ବ୍ୟୁରୋ: ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ହୋଇଛି କାଳିମାଡ । ଆଜି ୫-ଟି ସଚିବ ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ ତାଙ୍କ ଉପରକୁ ଜଣେ ଯୁବକ କାଳିମାଡ କରିଛନ୍ତି ।…
ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ପଧାନସାହି ଛକରେ ଆଜି ମୋ ବସ୍ ସହ ବାଇକ ଚଳକଙ୍କର ହୋଇଛି ମୁହାଁମୁହିଁ ଧକ୍କା। ଆଉ ଘଟଣା ସ୍ଥଳରେ ଚାଲିଯାଇଛି ବାଇକ ଚାଳକଙ୍କ ଜୀବନ । ସୂଚନା ଅନୁସାରେ ଅପରାହ୍ନ ସମୟରେ ମୋ ବସ୍ ଚାଳକ…
ବ୍ୟୁରୋ: ଜଟଣୀ ଥାନା ଅଧିନ କୁସୁମାଟି ଅଞ୍ଚଳର ୧୭ବର୍ଷୀୟ ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ଜଟଣୀ ପୋଲିସ ଦ୍ୱାରା ଗିରଫ ହୋଇଛି ଅଭିଯୁକ୍ତ। ଅଭିଯୁକ୍ତ ଜଣଙ୍କ ହେଲେ ହରିରାଜପୁର ଅଞ୍ଚଳର ଜୀବନ ବିଶ୍ବାଳ ଓରଫ କାହ୍ନା (୨୦)।…
ବ୍ୟୁରୋ: ପୂର୍ବତଟ ରେଲୱେ ଶ୍ରମିକ କଂଗ୍ରେସ ପକ୍ଷରୁ ନୂତନ ପେନସନ ଯୋଜନା ରଦ କରିବା ଏବଂ ପୁରୁଣା ପେନସନ ଯୋଜନାକୁ ଲାଗୁ କରିବା ସହ ଅନ୍ୟ ୨୦ ଦଫା ଦାବି ନେଇ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁଙ୍କ…
ଛାତି ଉପରେ ମାଡିବସିଲା ବିମ୍ , ଚାଲିଗଲା ଜୀବନ।ବ୍ୟୁରୋ: ପୁରୁଣା ପଥର କାନ୍ଥ ଭାଙ୍ଗୁଥିବା ବେଳେ, ମାଡି ବସିଲା ବିମ୍ ଆଉ ଚାଲିଗଲା ଜଣେ ଶ୍ରମିକଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ଜଟଣୀ ପୋୖରପରିଷଦ ଅଧିନ ୯ନମ୍ବର ୱାର୍ଡ ଷଣ୍ଢପୁର…
ବ୍ୟୁରୋ: ଖୋର୍ଦ୍ଧାରୋଡ ଆର.ପି.ଏଫ୍ ଓ ଜି.ଆର.ପି. କର୍ମଚାରୀଙ୍କ ମିଳିତ ସହଯୋଗରେ, ଜଟଣୀ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରୁ ଜବତ ହେଲା ୬୩ କିଲୋ ଗଂଜେଇ । ଆଉ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।…
ବ୍ୟୁରୋ : ଚିଲିକା ଭିତରକୁ ଡଙ୍ଗା ନେଇ ଯାଇଥିଲେ ମାଛ ଧରିବାକୁ। ହେଲେ ଜାଣିନଥିଲେ ଏଇଟା ହେବ ତାଙ୍କର ଶେଷ ମାଛ ଧରା। ଚିଲିକାରେ ହଟାତ ହେଲା ବର୍ଷା ସହ ବିଜୁଳି , ଆଉ ବିଜୁଳି ମାଡରେ ଡଙ୍ଗା ଉପରେ ଟଳି…