ବ୍ୟୁରୋ : ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ, ଆଜି ବିଜେଡି ଦଳର ଉପସଭାପତି ପଦରୁ ହଟାଇଛନ୍ତି, ବିଜେଡି  ସଭାପତି ନବୀନ ପଟ୍ଟନାୟକ। ସୌମ୍ୟଙ୍କ ସମ୍ପାଦକୀୟ  ଲେଖା ଓ ଗଣମାଧ୍ୟମରେ ବାଇଟ ରହିଥିଲା ଖୁବ ଚର୍ଚ୍ଚାରେ ।

Leave a Reply

Your email address will not be published. Required fields are marked *