Category: ରାଜନୀତି

ନାମାଙ୍କନ ପତ୍ର ଦାଖଲ କଲେ ବିଭୁତି ବଳବନ୍ତରାୟ

ବ୍ୟୁରୋ: ଜଟଣୀ ବିଧାନସଭା ଆସନ ପାଇଁ ବିଜେଡି ଦଳରୁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଭୁତି ଭୂଷଣ ବଳବନ୍ତରାୟ। ବିଭୁତି ବଳବନ୍ତରାୟ ନିଜ ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଯାଇ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ…

ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ମହିଳା ବିଧାୟକ ପ୍ରାଥୀ ସୁନିତା

ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତା ମାନେ ତାଙ୍କର ପ୍ରଚାର ସେତିକି ଜୋରସୋରରେ କରୁଛନ୍ତି। ଲୋକମାନଙ୍କ ପାଖରେ ପହଞ୍ଚି ନିଜର ପ୍ରଚାର କରିବା ସହ, ନିର୍ବାଚନରେ ଜିତିଲେ କଣ ସବୁ କରିବେ ଲୋକମାନଙ୍କୁ ପ୍ରତିଶୃତି ଦେଉଛନ୍ତି। ଜଟଣୀ ବିଧାନସଭା…

ମା’ଙ୍କ ଆଶ୍ରିବାଦ ନେଇ ପ୍ରଚାର କଲେ ସୁଜିତ

ବ୍ୟୁରୋ: ନିର୍ବାଚନ କୁ ଆଉ କିଛି ଦିନ ଥିବାରୁ ଏବେ ପ୍ରଚାର ମଇଦାନରେ ସମସ୍ତ ପାର୍ଥୀ। ପ୍ରତିଦିନ ଦଳୀୟ ପ୍ରାର୍ଥୀ ଘରକୁ ଘର ବୁଲି ଜୋରସୋରରେ ପ୍ରଚାର କରୁଥିବା ବେଳେ, ସେମାନଙ୍କ ଠାରୁ ପଛରେ ପଡିନାହାନ୍ତି ସ୍ୱାଧୀନ ପାର୍ଥୀ ସୁଜିତ କୁମାର…

ବିଜେଡିରେ ଯୋଗଦେଲେ ବିଭିନ୍ନ ଦଳର କର୍ମକର୍ତ୍ତା

ବ୍ୟୁରୋ: ଜଟଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦଳର କର୍ମକର୍ତ୍ତା ମାନେ ମିଶ୍ରଣ ପର୍ବରେ ବିଜେଡି ରେ ସାମିଲ ହୋଇଛନ୍ତି। ଜଟଣୀ ପୌରପରିଷଦର ୮, ୧୪ ଓ ୧୬ ନଂ ୱାର୍ଡର କାଉନସିଲର ଇତିଶ୍ରୀ ଦାସ, କୃଷ୍ଣ ଚନ୍ଦ୍ର ନାୟକ ଓ ଅନିତା…

ସମର୍ଥକଙ୍କୁ ଧରି ଘର ବାହୁଡିବେ ସନ୍ତୋଷ ଜେନା

ବ୍ୟୁରୋ: ବରିଷ୍ଠ ନେତା ସନ୍ତୋଷ ଜେନା ଆସନ୍ତା ୩୦ ତାରିଖରେ ଦଶ ହଜାରରୁ ଉର୍ଦ୍ଧ ସମର୍ଥକଙ୍କୁ ଧରି, ପୁଣି ପଦ୍ମ ଧରିବେ ବୋଲି ଵିଶେଷ ସୂତ୍ରରୁ ଖବର ମିଳିଛି। ସନ୍ତୋଷ ଦୀର୍ଘ ୪୦ ବର୍ଷ ଧରି ବିଜେପି ଦଳର ସକ୍ରିୟ କର୍ମୀ…

ବିଜେଡିରେ ଯୋଗ ଦେଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ

ବ୍ୟୁରୋ: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ କେଉଁ ଦଳରେ ମିଶିବେ, ତାକୁ ନେଇ ଜଟଣୀ ନିର୍ବାଚନ ମଣ୍ଡଳୀର ସବୁଠି ଚାଲିଥିଲା ଚର୍ଚ୍ଚା। ଯାହାର ଆଜି ପୂର୍ଣ୍ଣଛେଦ ଘଟିଛି। ବରିଷ୍ଠ କଂଗ୍ରେସ ନେତା ତଥା ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ…

ଓଡିଶା ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ବ୍ୟୁରୋ: ଓଡିଶା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ବରଗଡ ଆସନ ପାଇଁ ପ୍ରଦୀପ ପୁରୋହିତଙ୍କ ନାମ ହୋଇଥିବା ବେଳେ, ସୁନ୍ଦରଗଡ ପାଇଁ ଜୁଏଲ ଓରାମ, ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, କେଉଁଝର ପାଇଁ ଅନନ୍ତ ନାୟକ,…

ଓଡ଼ିଶାରେ କେଉଁ ବିଧାନସଭା ଆସନ ପାଇଁ, କେବେ ହେବ ଭୋଟ ଗ୍ରହଣ

ବ୍ୟୁରୋ: ଓଡ଼ିଶାରେ ହେବ ୪ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ମେ୧୩ ରୁ ଆରମ୍ଭ ହେବ ଓଡ଼ିଶାରେ ଭୋଟ ଗ୍ରହଣ । ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ଭୋଟ ଗ୍ରହଣ ହେବ ।…

ବିଧାନସଭା ଗୃହକୁ ମୁଣ୍ଡିଆ ମାରିଲେ ସୁରେଶ ରାଉରତାୟ

ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ବିଧାନସଭା ଗୃହରୁ ବାହାରିବା ସମୟରେ ଗୃହକୁ ମୁଣ୍ଡିଆ ମାରି ଭାବବିହ୍ୱଳ ହୋଇପଡିଥିଲେ। ଆଉ କହିଥିଲେ ଏହା ହେଉଛି ମୋର ଶେଷ ବିଧାନସଭା। ମୁଁ ଆଗକୁ ଆଉ…

ଲୋକଙ୍କ ଅଭିଯୋଗ ଶୁଣିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ୧୦ ନମ୍ବର ୱାର୍ଡ ସ୍ମାର୍ଟ ପାର୍କରେ ଆଜି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଯାଇଥିଲା। ଲୋକମାନେ ବିଭିନ୍ନ…