ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ
ଜଟଣୀ, ୨୯/୧୧: ଜଟଣୀ ଗୋଷ୍ଠୀ ଶିକ୍ଷାଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାରଙ୍କ ଅଧ୍ୟକ୍ଷତାରେ ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ଜଟଣୀ ମହାବିଦ୍ୟାଳୟର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଜଟଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ହାତୀ ମୁଖ୍ୟ ଅତିଥି ଭାବେ…
ଜଟଣୀ, ୨୯/୧୧: ଜଟଣୀ ଗୋଷ୍ଠୀ ଶିକ୍ଷାଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାରଙ୍କ ଅଧ୍ୟକ୍ଷତାରେ ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ଜଟଣୀ ମହାବିଦ୍ୟାଳୟର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଜଟଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ହାତୀ ମୁଖ୍ୟ ଅତିଥି ଭାବେ…
ବ୍ୟୁରୋ, ୨୯/୧୧: ପୁରୀ ଜିଲ୍ଲା କଣାସ କଲେଜରୁ କ୍ଳାସ ସାରି ଘରକୁ ଫେରିବା ବାଟରେ, ନିଛାଟିଆ ରାସ୍ତାର ସୁଯୋଗ ନେଇ ଜନୈକ ନାବାଳିକା ଛାତ୍ରୀଙ୍କୁ (୧୭ ବର୍ଷ) ରାସ୍ତା ରେ ଅଟକାଇ ଅସଦାଚରଣ କରିବା ଘଟଣାରେ ଜଟଣୀ ଥାନା ଅଧିନ ଜୋରକଣି…
ଜଟଣୀ, ୧୦/୧୦: ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନବୀନ କୁମାର ସେନାପତି ନିଜ ବକ୍ତବ୍ୟରେ ଗୋପବନ୍ଧୁ ଦାସ କିପରି ଲୋକମାନଙ୍କ ସେବା କରୁଥିଲେ…
ଜଟଣୀ,୨୭/୦୮: ପେନ୍ସିଲ୍ ମୁନରେ ବିରାଜମାନ କରିଛନ୍ତି ପ୍ରଭୁ ଗଜାନନ। ଗଣେଶ ମୂର୍ତ୍ତି ର ଉଚ୍ଚତା ରହିଛି ୦.୫ ସେମି । ଜଟଣୀ ହାଟ ବଜାରର ଏଲ ଈଶ୍ଵର ରାଓ ପେନ୍ସିଲ ମୁନ ଉପରେ ବେଶ୍ ସୁନ୍ଦର ଓ ନିଖୁଣ ଭାବେ ପ୍ରଭୁ…
ଜଟଣୀ,୧୫/୭: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ପ୍ରଗତି ପରିଷଦ ପକ୍ଷରୁ ଅସହାୟ ବ୍ୟକ୍ତି ମାନଙ୍କୁ ଛତା ବଣ୍ଟନ କରାଯାଇଛି। ଜଟଣୀ ଟାଉନ ହଲ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଯୋଗ…
ବ୍ୟୁରୋ,୦୪/୦୩: ଏପ୍ରିଲରୁ ଆରମ୍ଭ ହୋଇପାରେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ। ଲୋକଙ୍କ ସମସ୍ୟାର ଖୁବଶୀଘ୍ର ହେବ ସମାଧାନ। ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ବିନା ଅସୁବିଧାରେ ପାର୍ଟ ପ୍ଲଟ ବିକ୍ରି ନେଇ ଆସିପାରେ ନିୟମ। ରାଜସ୍ବ ବିଭାଗକୁ ଡ୍ରାଫ୍ଟ ଦେଇଛି ନଗର ଉନ୍ନୟନ…
ବ୍ୟୁରୋ: ଆଜି ରାଜ୍ୟ ସରକାର ୪୩ ଜଣ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ବଦଳି କରିଛନ୍ତି । ଏ ନେଇ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବ୍ୟୁରୋ: ମୋ ବସକୁ ଧକ୍କା ଦେଲା ଦୁଇଟି ଟ୍ରକ । ଟ୍ରକ ଧକ୍କାରେ ମୋ ବସ ର ପଛ ପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ, ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି। କଟକ ତେଲେଙ୍ଗାପେଣ୍ଠ ନିକଟରେ ଘଟିଛି ଏହି ସଡ଼କ…
ଅଦ୍ୟ ଅପ୍ରେଲ ମାସ ୧୭ ତାରିଖ ୨୦୨୪ ମସିହା(ବୁଧବାର) *✧═════•❁❀❁•═════✧* *🌼🌹꧁ ଆଜିର ରାଶିଫଳ꧂🌹🌼* *✧═════•❁❀❁•═════✧* *🌹ମେଷ🌷👉କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ…
ଗୋଟେ ଆକଳନରୁ ଜଣା ଯାଇଛି ଯେ ସାରା ଭାରତରେ ପ୍ରତିଦିନ ମୁଣ୍ଡପିଛା ୧୩୫ରୁ ୧୫୦ ଲିଟର ପାଣି ଖର୍ଚ୍ଚ ହୁଏ। ସେଥିରୁ ୩ରୁ ୪ ଲିଟର ପିଇବା ଉପଯୋଗୀ ପାଣି । କିନ୍ତୁ ବିଶୁଦ୍ଧ ପାଣି ଭାବି ଆମେ ଯାହାକୁ ପିଉଛେ…