Tag: kalingatoday

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ବ୍ୟୁରୋ: ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ଜଣଙ୍କ ହେଉଛନ୍ତି ଜଟଣୀ ଥାନା ଅଧିନ ବେଣାପଞ୍ଜରୀ ଗ୍ରାମର ପ୍ରଭାକର ଦାସଙ୍କ ପୁଅ ଅଜୟ କୁମାର ଦାସ ଓରଫ ଜଟିଆ (୩୨)। ସୂଚନା ମୁତାବକ ଆଜି ଅପରାହ୍ନ ୧୨ଟା ସମୟରେ ଅଜୟ…

ଗୋପୀନାଥ ମନ୍ଦିରରେ ଗିରିଗୋବର୍ଦ୍ଧନ ପୂଜା

ବ୍ୟୁରୋ: ଜଟଣୀ ଗୋପୀନାଥ ମନ୍ଦିରରେ ମାରୱାଡି ସମ୍ପ୍ରଦାୟ ପକ୍ଷରୁ ଗିରିଗୋବର୍ଦ୍ଧନ ପୂଜା ଏବଂ ଅର୍ଣ୍ଣକୂଟ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଦୀର୍ଘ ୯୨ ବର୍ଷ ଧରି ଜଟଣୀ ମାରୱାଡି ସମ୍ପ୍ରଦାୟ ପକ୍ଷରୁ ଗିରିଗୋବର୍ଦ୍ଧନ ପୂଜା ଧୁମଧାମରେ ପାଳନ ହୋଇ ଆସୁଛି। ଏହି…

ଦୀପ ଧରି କାମ, କ୍ରୋଧ, ଲୋଭ, ଅହଙ୍କାର, ଈର୍ଷା, ତ୍ୟାଗ କରିବାକୁ ନେଲେ ଶପଥ

ବ୍ୟୁରୋ: ଖୋର୍ଦ୍ଧା ଗୋଡ଼ିପୋଖରୀ ବ୍ରହ୍ମକୁମାରୀ ସେବା କେନ୍ଦ୍ର ପରିସରରେ ଆଲୋକର ପର୍ବ ଦୀପାବଳି ପାଳିତ ହୋଇଯାଇଛି। କେନ୍ଦ୍ର ସଞ୍ଚାଳିକା ବ୍ରହ୍ମକୁମାରୀ ଅନୁରାଧା ଭଉଣୀଙ୍କ ସଂଯୋଜନାରେ ଉତ୍ସବ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉପ କାରାଗାର ଅଧୀକ୍ଷକ ରାଜୀବ କୁମାର…

ବାଣ ନେଇ ଯାଉଥିବା ବେଳେ ଜଳିଗଲା ବାଇକ୍

ବ୍ୟୁରୋ: ଆଜି ସନ୍ଧ୍ୟାରେ ଜଣେ ବ୍ୟକ୍ତି ଜଟଣୀରୁ ବାଣ ନେଇ ବାଇକରେ ଯାଉଥିବା ବେଳେ, ଜଟଣୀ ଭୁବନେଶ୍ୱର ମୁଖ୍ୟ ରାସ୍ତା ଗୋବିନ୍ଦପୁର ଠାରେ ହଟାତ କୌଣସି କାରଣରୁ ବାଇକରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ବାଇକଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା…

ଉଦଘାଟନ ହେଲା ଅଟ୍ରି ପାସେଞ୍ଜର ହଲ୍ଟ

ବ୍ୟୁରୋ: ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନର ଅଟ୍ରି ଠାରେ ଆଜି ଆନୁଷ୍ଠାନିକ ଭାବେ ନୂତନ ଯାତ୍ରୀ ପାସେଞ୍ଜର ହଲ୍ଟ ଉଦଘାଟନ ହୋଇଛି। ଏହି ଉତ୍ସବରେ ଭୁବନେଶ୍ୱରର ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବେଗୁନିଆ ବିଧାୟକ ପ୍ରଦିପ କୁମାର ସାହୁ, ଖୋର୍ଦ୍ଧା ବିଧାୟକ…

ଲକ୍ଷାଧିକ ଟଙ୍କାର ବାଣ ତିଆରି ସାମଗ୍ରୀ ଜବତ, ବେପାରୀ ଚମ୍ପଟ

ବ୍ୟୁରୋ: ଦୀପାବଳିକୁ ଆଖି ଆଗରେ ରଖି ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଛନ୍ତି ବାଣ ବେପାରୀ। ଆଜି ବେଗୁନିଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ବେଗୁନିଆ ଥାନା ମାଣିବନ୍ଧ ଗ୍ରାମର କେଦାର ଧଳଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣର…

ଖୋର୍ଦ୍ଧାରୋଡ଼ ରେଳଷ୍ଟେସନରୁ ଗଞ୍ଜେଇ ଜବତ, ମହିଳା ଗିରଫ

ବ୍ୟୁରୋ: ଜଟଣୀ ଖୋର୍ଦ୍ଧାରୋଡ଼ ରେଳଷ୍ଟେସନରୁ ଜଣେ ମହିଳାଙ୍କ ଠାରୁ ଖୋର୍ଦ୍ଧାରୋଡ ଆରପିଏଫ ୧୮ କିଲୋ ୯୩୦ ଗ୍ରାମ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ କରିବା ସହ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣଙ୍କ ହେଲେ ଯାଜପୁର ଥାନା ଅଧିନ ଜରି…

ବିପୁଳ ପରିମାଣର ବେଆଇନ ବାଣ ଜବତ, ଦୁଇ ଗିରଫ

ବ୍ୟୁରୋ: ସରକାରୀ ନୀତି ନିୟମକୁ ଖାତିର ନକରି ବେଆଇନ ଭାବେ ଗାଡିରୁ ବାଣ ଖଲାସ କରୁଥିବା ଅଭିଯୋଗରେ, ଜଟଣୀ ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିବା ସହ ଦୁଇ ବାଣ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ଆଶା ଦିଦିଙ୍କୁ ସବୁଠି ପ୍ରଶଂସା

ବ୍ୟୁରୋ: ଆଶା ଦିଦି ଶିବାନୀଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ଶୁଅ।ମୁଖ୍ୟମନ୍ତ୍ରୀ ଠୁ ଆରମ୍ଭ କରି ନେତା ପ୍ରଶାସକ, ଜନସାଧାରଣ ଶିବାନୀ ଦିଦି ଙ୍କୁ ଜଣାଉଛନ୍ତି ଶୁଭେଚ୍ଛା। ବାତ୍ୟା ଦାନା ଆସିବା ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଖାସମୁଣ୍ଡା ଗ୍ରାମର ଆଶା…

ବାତ୍ୟା ପାଇଁ ଦୁଇ ଦିନ ହାଇକୋର୍ଟ ଛୁଟି

ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଓ ୨୫ ତାରିଖରେ ହାଇକୋର୍ଟ ବନ୍ଦ ରହିବ ବୋଲି ଏକ ବିଜ୍ଞପ୍ତି ଜାରୀ ହୋଇଛି। ଏହି ଦୁଇ ଦିନ ବଦଳରେ ଆସନ୍ତା ନଭେମ୍ବର ୩୦ ତାରିଖ (ଶନିବାର) ଓ ଡିସେମ୍ବର…