Tag: kalingatoday

ବାତ୍ୟା ପାଇଁ ଦୁଇ ଦିନ ହାଇକୋର୍ଟ ଛୁଟି

ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଓ ୨୫ ତାରିଖରେ ହାଇକୋର୍ଟ ବନ୍ଦ ରହିବ ବୋଲି ଏକ ବିଜ୍ଞପ୍ତି ଜାରୀ ହୋଇଛି। ଏହି ଦୁଇ ଦିନ ବଦଳରେ ଆସନ୍ତା ନଭେମ୍ବର ୩୦ ତାରିଖ (ଶନିବାର) ଓ ଡିସେମ୍ବର…

ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବ୍ୟୁରୋ: ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟବାସୀ କୌଣସି ପରିସ୍ଥିତିରେ ଭୟଭୀତ ବା ଆତଙ୍କିତ ନ ହେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା…

ଉଦ୍‌ଘାଟିତ ହେଲା ପରମାଣୁ ଶକ୍ତି ବିଭାଗର ପ୍ରଥମ କନ୍‌କ୍ଲେଭ

ବ୍ୟୁରୋ: ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର) ଭୁବନେଶ୍ୱରରେ ପରମାଣୁ ଶକ୍ତି ବିଭାଗ(ଡିଏଇ)ର ପ୍ରଥମ କନ୍‌କ୍ଲେଭ ତଥା ପ୍ଲାଟିନମ୍ ଜୁବୁଲି ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ସଭାପତିତ୍ବ କରି ପରମାଣୁ ଶକ୍ତି ବିଭାଗର ସଚିବ ଡ.…

ପୂର୍ବ କ୍ଷେତ୍ରୀୟ ବିଜ୍ଞାନ ମେଳା

ବ୍ୟୁରୋ: ବିଦ୍ୟାଭାରତୀ ପୂର୍ବ କ୍ଷେତ୍ର ଆନୁକୂଲ୍ୟରେ ୨୧ ଓ ୨୨ ଦୁଇ ଦିନ ଧରି କ୍ଷେତ୍ରୀୟ ବିଜ୍ଞାନ ମେଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜଟଣୀ ଠାରେ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ଉତ୍ସବରେ ଜଟଣୀ ତହସିଲର ତହସିଲଦାର ଶ୍ରୀମତୀ ପ୍ରୀତିପୂର୍ଣା ମିଶ୍ର…

୧୪ ଜିଲ୍ଲାରେ ୨୩ ରୁ ୨୫ ସ୍କୁଲ ଛୁଟି

ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ନେଇ ୧୪ ଜିଲ୍ଲାରେ ୩ଦିନି ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୪ ଜିଲ୍ଲାରେ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ…

ପତ୍ନୀଙ୍କ ସ୍ମୃତିରେ ଘରକୁ ଆଣିଲେ ସିଲିକନ୍ ପ୍ରତିମୂର୍ତ୍ତି

ବ୍ୟୁରୋ : କୋଭିଡ ଛଡେଇ ନେଇଥିଲା ପିଲାମାନଙ୍କ ଠାରୁ ତାଙ୍କ ମାଆ ଡାକ। ଏବେ କିନ୍ତୁ ମାଆ ଡାକରେ ଫାଟୁଛି ଘର। ବ୍ରହ୍ମପୁର ଅଞ୍ଚଳର ଯୁବ ବ୍ୟବସାୟୀ ପ୍ରଶାନ୍ତ ନାୟକ କୋଭିଡରେ ପତ୍ନୀଙ୍କୁ ହରାଇଥିଲେ । ସେବେଠାରୁ ତାଙ୍କ ଘରେ କାହା…

ପ୍ରାଣନାଥ ପଟ୍ଟନାୟକଙ୍କ ୫୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବ୍ୟୁରୋ: ଜଟଣୀ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ଓଡିଶାରେ ଶିକ୍ଷା ଆନ୍ଦୋଳନର ପବର୍ତ୍ତକ ସ୍ଵର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୫୪ତମ ଶ୍ରାଦ୍ଧ ବାର୍ଷିକୀ ଜଟଣୀ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଫାଉଣ୍ଡେସନର ଚେୟାରମ୍ୟାନ…

ଚୋରି ଜିନିଷ ଜବତ, ଜଣେ କୋର୍ଟ ଚାଲାଣ

ବ୍ୟୁରୋ: ଜଟଣୀ ପୋଲିସ ଗତ ୨ତାରିଖରେ ଘଟିଥିବା ଚୋରି ଘଟଣାର ତଦନ୍ତ କରି, ଚୋରି ଟଙ୍କା ଓ ସୁନା ଅଳଙ୍କାର ଜବତ କରିବା ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମହିଳା ଅଭିଯୁକ୍ତ ଜଣକ…

ମଣ୍ଡଳ ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମଣ୍ଡଳ ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି।ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡ଼ାଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ…