ଚତୁର୍ଥ ଦିନରେ ଭାଙ୍ଗିଲା ଆମରଣ ଅନଶନ
ବ୍ୟୁରୋ: ରାଜସୁନାଖଳା କୁ ଏନଏ ସି ମାନ୍ୟତା ଦାବିରେ ଚାଲିଥିବା ଆମରଣ ଅନଶନ ଚତୁର୍ଥ ଦିନରେ ଭଙ୍ଗ ହୋଇଛି । ଅନଶନ ସ୍ଥଳରେ ଦିନ ତମାମ ଲାଗିଥିଲା ନେତାଙ୍କ ଭିଡ଼ । ପହଞ୍ଚିଥିଲେ ବିଭିନ୍ନ ଦଳର ଅନେକ ନେତା । ଗୁରୁବାର…
ବ୍ୟୁରୋ: ରାଜସୁନାଖଳା କୁ ଏନଏ ସି ମାନ୍ୟତା ଦାବିରେ ଚାଲିଥିବା ଆମରଣ ଅନଶନ ଚତୁର୍ଥ ଦିନରେ ଭଙ୍ଗ ହୋଇଛି । ଅନଶନ ସ୍ଥଳରେ ଦିନ ତମାମ ଲାଗିଥିଲା ନେତାଙ୍କ ଭିଡ଼ । ପହଞ୍ଚିଥିଲେ ବିଭିନ୍ନ ଦଳର ଅନେକ ନେତା । ଗୁରୁବାର…
ବ୍ୟୁରୋ: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ କନିଷ୍ଠ ଯନ୍ତ୍ରୀ। ଲାଞ୍ଚ ନେଉଥିବା ସମୟରେ ମାଡ଼ିବସିଲା ଭିଜିଲାନ୍ସ ଟିମ । ଆଜି ଅପରାହ୍ନ ସମୟରେ ଖୋର୍ଦ୍ଧା ବ୍ଲକର କନିଷ୍ଠ ଯନ୍ତ୍ରୀ ସଂଗୀତା ମହାପାତ୍ର ଲାଞ୍ଚ ନେଉଥିବା ସମୟରେ ଧରିଛି ଭିଜିଲାନ୍ସ । ସଂଗୀତା…
ବ୍ୟୁରୋ: ଜଟଣୀ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ବିଶ୍ଵ ଘରଚଟିଆ ଚଢ଼େଇ ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ହରିରାଜପୁର ଅନ୍ତର୍ଗତ ବିକାଶ ପରିଷଦ ଶିଶୁ ମନ୍ଦିର ବିଦ୍ୟାଳୟରେ ବିଲୁପ୍ତ ପ୍ରାୟ ପକ୍ଷୀର ସୁରକ୍ଷା ଓ…
ବ୍ୟୁରୋ: ଜଟଣୀ ପୌର ପରିଷଦ ୮ନମ୍ବର ୱାର୍ଡ ଅଧିନ ଶ୍ରୀଜଗନ୍ନାଥ ବିଜୁ ଆଦର୍ଶ କଲୋନୀରେ, ଶ୍ରୀ ଗୁରୁକୂଳ ଆଶ୍ରମ,ଗୋଲକ ଧାମ ମଠର ସପ୍ତଦଶ ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି। ଗୋଲକ ଧାମ ମଠର ମହନ୍ତ କିଶନ ଦାସଜୀ ମହାରାଜଙ୍କ ତତ୍ୱବଧାନରେ ଗତ…
ବ୍ୟୁରୋ: ରାଜସୁନାଖଳା କୁ ଏନଏସି ମାନ୍ୟତା ଦାବିରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଆମରଣ ଅନଶନରେ ବସିଛନ୍ତି ଯୁବସମାଜସେବୀ ତଥା ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ । ମଙ୍ଗଳବାର ଠାରୁ ସେ ସ୍ଥାନୀୟ ସିଟିସ୍କୁଲ ପଡିଆ ଠାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି…
ବ୍ୟୁରୋ: ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ପରିଷଦ ଅଧିନ ହାଟସାହି ନିକଟ, ଚାରିଅଟ ପବ୍ଲିକ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ରବିବାର ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଉଦଘାଟନ ହୋଇଥିଲା। ଏହି କାର୍ଯ୍ୟକ୍ରମ ପ୍ରଥମ, ଦ୍ଵିତୀୟ, ତୃତୀୟ…
ବ୍ୟୁରୋ: ସାମାଜିକ ଅନୁଷ୍ଠାନ କର୍ମ ମନ୍ଦିର ପକ୍ଷରୁ ଜଟଣୀ ରେଲୱେ ଇନଷ୍ଟିଚ୍ୟୁଟରେ ଯୁବ ଉତ୍ସବ -୨୦୨୪ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ମଣ୍ଡଳ ପ୍ରବନ୍ଧକ ଏସ. ଏଚ. ବାଜୱା…
ବ୍ୟୁରୋ: ଓଡ଼ିଶାରେ ହେବ ୪ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ମେ୧୩ ରୁ ଆରମ୍ଭ ହେବ ଓଡ଼ିଶାରେ ଭୋଟ ଗ୍ରହଣ । ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ଭୋଟ ଗ୍ରହଣ ହେବ ।…
ବ୍ୟୁରୋ: ଇସଲାମ ଧର୍ମାଲମ୍ବୀ ମୁସଲମାନ ସଂପ୍ରଦାୟର ପବିତ୍ର ମାସ, ରମଜାନ ଆଜିଠାରୁ ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟାରେ ତରାବି ନମାଜ ପାଠ କରିବାପରେ ଆଜି ଭୋରରୁ ରୋଜା (ଉପବାସ) କରିଛନ୍ତି ମୁସଲମାନ ଭାଇଭଉଣୀ ମାନେ। ଏହି ଉପବାସ ଏକ ମାସ ଧରି…
ବ୍ୟୁରୋ: ଭାରସାମ୍ୟ ହରାଇ ଏକ ବାଲି ବୋଝେଇ ହାଇୱା ବିଦ୍ୟୁତ ଖୁଣ୍ଟି କୁ ଧକ୍କା ଦେଇ ବିଲକୁ ଆଜି ସକାଳେ ଓଲଟିପଡିଛି। ରଣପୁର ଅଭିମୁଖେ ବାଲି ବୋଝେଇ ଏକ ହାଇୱା ଆସୁଥିବା ବେଳେ, ଦୁଧିଆ ପାହାଡ଼ ଓ କୋଟଗଡ଼ ଘାଟି ନିକଟରେ…