Tag: khordha

ଶ୍ରୀଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବଙ୍କ ୨୫ତମ ବାର୍ଷିକ ଉତ୍ସବ

ଖୋର୍ଦ୍ଧା,୨/୩: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସଦରମହକୁମାରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ଶ୍ରୀଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବଙ୍କ ୨୫ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଆଜକୁ ଦୀର୍ଘ ୨୫ ବର୍ଷ ଧରି ନୀରବିଛ୍ଛିନ୍ନ ଭାବରେ ଶ୍ରୀଶ୍ରୀ ବିଲ ବାଲୁଙ୍କେଶ୍ୱର…

ପ୍ରଧାନମନ୍ତ୍ରୀଙ୍କ ୧୩୧ତମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଖୋର୍ଦ୍ଧାବାସୀଙ୍କ ସହ ଏକାଠି ବସି ଶୁଣିଲେ ବିଧାୟକ

ବ୍ୟୁରୋ, ୨୨/୨: ଖୋର୍ଦ୍ଧା ବିଧାୟକଙ୍କ ମଙ୍ଗଳାନଗର ଜନଶୁଣାଣି ଶିବିର ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ୧୩୧ତମ ମନ୍ କି ବାତ୍ କାର୍ଯ୍ୟକ୍ରମର ସୀଧାସଳଖ ବାର୍ତ୍ତା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧାବାସୀଙ୍କ ସହ ଏକାଠି ବସି ଶୁଣିଛନ୍ତି। ଖୋର୍ଦ୍ଧା…

ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

ଜଟଣୀ, ୨୨/୨: ଜଟଣୀ କଲେଜ ରୋଡ଼ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ “ଆନ୍ତର୍ଜାତିକ ମାତୃଭାଷା ଦିବସ” ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଦୁଇଟି ପର୍ଯ୍ୟାୟରେ ପାଳିତ ହୋଇଥିଲା। ବିଦ୍ୟାଳୟର ଶିଶୁମାନଙ୍କ ଦ୍ୱାରା ଏକ ପଥପ୍ରାନ୍ତ ନାଟକ ସ୍ଥାନୀୟ ଜଟଣୀ କଲେଜ୍…

ତୃତୀୟ ପଥ ଉତ୍ସବରେ ୨୦ଫୁଟ ଉଚ୍ଚ ଶିବ ମୂର୍ତ୍ତି

ଜଟଣୀ, ୧୨/୨: ତୃତୀୟ ପଥ ଉତ୍ସବରେ ୨୦ଫୁଟ ଉଚ୍ଚ ଶିବ ମୂର୍ତ୍ତି ହେବ ମୁଖ୍ୟ ଆକର୍ଷଣ । ଆସନ୍ତା ୧୫ତାରିଖ ରବିବାର ମହାଶିବରାତ୍ରୀ ରେ ଜଟଣୀ ବିକାଶ ପରିଷଦ ଦ୍ବାରା ପରିଚାଳିତ ୩ୟ ଜଟଣୀ ପଥ ଉତ୍ସବ ଅନୁଷ୍ଠିତ ହେବ ବୋଲି…

ଜଟଣୀ ମହାବିଦ୍ୟାଳୟ, ଶିକ୍ଷା ବିଭାଗର ପାଠଚକ୍ର

ଜଟଣୀ, ୭/୨: ଜଟଣୀ ମହାବିଦ୍ୟାଳୟରେ ଆଜି ଶିକ୍ଷା ବିଭାଗ ତରଫରୁ “ନୂତନ ଶିକ୍ଷାନୀତି ୨୦୨୦ର ପ୍ରୟୋଗ – ସୁଯୋଗ ଏବଂ ସମସ୍ୟା” ଶିର୍ଷକରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସ୍ଵପ୍ନ ମଲ୍ଲିକ ଉଦଘାଟନ…

ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସାମ୍ବତ୍ସରିକ ପାଠଚକ୍ର

ଜଟଣୀ, ୬/୨: ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ” ସାମ୍ବତ୍ସରିକ ପାଠଚକ୍ର – ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର କୁମାର ନରେନ୍ଦ୍ର ସିଂ…

ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ

ବ୍ୟୁରୋ,୨୬/୧: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ ଆଲୋକ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଥିଲେ ଆମକୁ ସମ୍ବିଧାନରେ ଲିଖିତ…

ପଦ୍ମ ଧରିଲେ ଉମା ପଟ୍ଟନାୟକ

ଜଟଣୀ, ୧୦/୧: ଜଟଣୀର ଜଣାଶୁଣା ସମାଜସେବୀ ଉମା ପଟ୍ଟନାୟକ ଆଜି ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭେଟି ବିଜେପି ଦଳରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ନିଜ ଟିମ୍ ସହ ରାଜ୍ୟ…

ପାଣିଦୁଆର ଓ ଜରିପଡା ଟିମ୍ ଚମ୍ପିୟାନ

ଟାଙ୍ଗୀ,୯/୧: ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦଘାଟନ ପରେ ଚିଲିକାରେ ହୋଇଥିବା ବୋଟ ରେସ୍ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପର୍ଯ୍ୟଟନ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ-ବଡ଼କୁଳ ପାନ୍ଥନିବାସ ଚିଲିକା କୂଳରେ ଅନୁଷ୍ଠିତ ହୋଇଥିଲା…

ସୋଚ୍ ର ତ୍ରୟୋଦଶ ବାର୍ଷିକ ଉତ୍ସବ

ଜଟଣୀ, ୧/୧: ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ସୋସାଇଟ ଫର୍ ଚିଲ୍ଡରେନ ସୋଚ୍ ଅନୁଷ୍ଠାନର ତ୍ରୟୋଦଶ ବାର୍ଷିକ ମହୋତ୍ସବ ବୁଧବାର ରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନ ର ମୁଖ୍ୟ ମନୋଜ କୁମାର ସ୍ବାଇଁଙ୍କ ସଭାପତିତ୍ୱ ରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ…