ପୋଖରୀରେ ବୁଡ଼ି ଯୁବକଙ୍କ ମୃତ
ଜଟଣୀ,୧୫/୫: ଜଟଣୀ ଥାନା ଅଧୀନ ହାଟ ବଜାର ପୋଖରୀରେ ବୁଡ଼ି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଜଟଣୀ ଲୋକ କଲୋନୀ ନିକଟ ମାଣିଆ ଛକ ଅଞ୍ଚଳର ସନ୍ତୋଷ କୁମାର ବେହେରା। ସୂଚନା ମୁତାବକ ସନ୍ତୋଷ…
ଜଟଣୀ,୧୫/୫: ଜଟଣୀ ଥାନା ଅଧୀନ ହାଟ ବଜାର ପୋଖରୀରେ ବୁଡ଼ି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଜଟଣୀ ଲୋକ କଲୋନୀ ନିକଟ ମାଣିଆ ଛକ ଅଞ୍ଚଳର ସନ୍ତୋଷ କୁମାର ବେହେରା। ସୂଚନା ମୁତାବକ ସନ୍ତୋଷ…
ଜଟଣୀ,୧୨/୫: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂଗଠିତ ହିନ୍ଦୁ ପରିବାର ପକ୍ଷରୁ, ଅପରେସନ ସିନ୍ଦୁରର ସଫଳତା ଓ ଭାରତୀୟ ସେନାର ବୀରତ୍ୱକୁ ମନେ ପକାଇ ଜଟଣୀ ସହରରେ ଏକ ତ୍ରିରଙ୍ଗା ଓ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ ମୁଖପାତ୍ର…
ଖୋର୍ଦ୍ଧା,୧୨/୫: ଖୋର୍ଦ୍ଧା ଗୋଡ଼ି ପୋଖରୀ ଛକ ସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପରିସରରେ ମାତୃ ଦିବସ ଶନିବାର ପାଳିତ ହୋଇଯାଇଛି। ସେବା କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀଙ୍କର ସଭାପତିତ୍ବରେ ଏହି ପବିତ୍ର ଦିବସ ମହାସମାରୋହରେ ପାଳିତ ହୋଇଥିଲା। ବିଭିନ୍ନ ଗ୍ରାମରେ…
ଜଟଣୀ,୫/୫: ଚଳିତ ମାଟ୍ରିକ ପରୀକ୍ଷାରେ A1 ଓ A2 ମାର୍କ ରଖିଥିବା ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏ ବର୍ଷ A1 ଜଣେ ଛାତ୍ରୀ ପାଇଥିବା ବେଳେ, A2 ରେ…
ଜଟଣୀ,୩୦/୪: ଜଟଣୀ ବାର୍ ଆସୋସିଏସନ୍ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଜଟଣୀ କୌର୍ଟ ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚନ୍ୟାୟାଳୟର ନ୍ୟାୟାଧିଶ ଆନନ୍ଦ ଚନ୍ଦ୍ର ବେଉରା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ…
ଜଟଣୀ,୩୦/୪: ଅଧିବକ୍ତା ପରିବାର ଜଟଣୀ ପକ୍ଷରୁ ମଧୁସୂଦନ ଦାସ ଜୟନ୍ତୀ ଓ ଓକିଲ ଦିବସ ସ୍ଥାନୀୟ ବିଶ୍ୱନାଥ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବିଚାରପତି ବିରଞ୍ଚି କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି…
ଜଟଣୀ,୩୦/୪: ଜଟଣୀ ସହରରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ତଥା ଓଡିଆ ଜାତିର ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ମଧୁବାବୁଙ୍କ ଜୟନ୍ତୀ ଉତ୍ସବରେ ଦାବୀ କରିଛନ୍ତି ଜଟଣୀ ବରିଷ୍ଠ…
ଖୋର୍ଦ୍ଧା,୬/୪: ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନ ପରିସରରେ ଆଜି ଭାରତୀୟ ଜନତା ପାର୍ଟିର ୪୬ ତମ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହୋଇଯାଇଛି । ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ବରଞ୍ଜନ ବଡ଼ଜେନାଙ୍କ ସଭାପତିତ୍ବ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି…
ଜଟଣୀ,୩୦/୩: ଜଟଣୀ ଲୟାର୍ସ ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତା ମାନେ ଆଜି ଆସୋସିଏସନ ହଲରେ ଶପଥ ଗ୍ରହଣ କରିଛନ୍ତି। ନିର୍ବାଚନ ଅଧିକାରୀ ଅର୍ଜୁନ ଚରଣ ସାମନ୍ତରାୟ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ। ସଭାପତି ଭାବେ ସୁଶୀଲ କୁମାର…
ଜଟଣୀ,୨୯/୦୩: ଜଟଣୀ କୁଦିଆରି ଗ୍ରାମର ଇଷ୍ଟ ଦେବୀ ମାଆ ଜାଗୁଳାଇଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ । ଆଜି ସକାଳ ସମୟରେ ବ୍ରତଧାରୀ ମହିଳା ପୁରୁଷ ମାନେ ନୂତନ ଵସ୍ତ୍ର ପରିଧାନ କରି, ମାଝଣା…