୭୫ ହଜାର ଟଙ୍କାରେ ନିଲାମ ହେଲା ୬୦ କେଜି ଲଡୁ
ଜଟଣୀ,୬/୯: ଜଟଣୀ ଗଣେଶ ଉତ୍ସବର ୧୧ତମ ଦିବସରେ ସ୍ଥାନୀୟ ଗୋପବନ୍ଧୁ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ପ୍ରଭୁ ଗଜାନନଙ୍କ ୬୦କିଲୋ ଓଜନର ପୂଜା ଲଡୁ ନିଲାମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜଟଣୀର ପୂର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ,…
ଜଟଣୀ,୬/୯: ଜଟଣୀ ଗଣେଶ ଉତ୍ସବର ୧୧ତମ ଦିବସରେ ସ୍ଥାନୀୟ ଗୋପବନ୍ଧୁ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ପ୍ରଭୁ ଗଜାନନଙ୍କ ୬୦କିଲୋ ଓଜନର ପୂଜା ଲଡୁ ନିଲାମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜଟଣୀର ପୂର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ,…
ଜଟଣୀ,୫/୯: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଜଟଣୀ ୟୁଥ୍ ଫେଡେରେସନ୍’ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ନବମ ଯୁବ ସମ୍ମାନ ଉତ୍ସବ-୨୦୨୫ ସ୍ଥାନୀୟ ରାମଚନ୍ଦ୍ରପୁର ବଜାର ଅନୁଷ୍ଠାନର କାର୍ଯ୍ୟାଳୟରେ ପାଳିତ ହୋଇ ଯାଇଛି। ଉତ୍ସବରେ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ,…
ବ୍ୟୁରୋ,୧/୯: ମାସିକ ମୂଲ୍ୟବୋଧଭିତ୍ତିକ ପତ୍ରିକା ‘ଆମରିସତ୍ୟ’ର ପଞ୍ଚଦଶ ବାର୍ଷିକ ଉତ୍ସବ ଖୋର୍ଦ୍ଧା ସ୍ୱୟଂଶାସିତ ପ୍ରାଣନାଥ ମହାବିଦ୍ୟାଳୟ ମୈତ୍ରୀଭବନ ପରିସରରେ ଆମରିସତ୍ୟର ସଂପାଦକ ଡ.ପ୍ରସନ୍ନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ଡ: ପ୍ରମୋଦ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ…
ଜଟଣୀ, ୨୭/୮: ଆଜିଠୁ ଆରମ୍ଭ ହୋଇଛି ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା। ୧୧ ଦିନ ବ୍ୟାପି ଜଟଣୀର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନଙ୍କ ସହ ମାତା ଲକ୍ଷ୍ମୀ ଓ ମାତା ସରସ୍ବତୀ । ଜଟଣୀରେ ଛୋଟ…
ବ୍ୟୁରୋ,୨୪/୦୮: ଚିଲିକାରେ ମାଡି ଆସିଲା ଭୟଙ୍କର ପଵନ। ଫଳରେ ଚିଲିକା ମଝିରେ ବୁଡ଼ିଗଲା ମାଛ ଧରା ଡ଼ଙ୍ଗା । ଡ଼ଙ୍ଗା ବୁଡି ଯିବାରୁ ଅକାତ କାତ ପାଣିରେ ଭାସିଗଲେ ଦୁଇ ମସ୍ୟଜୀବୀ। ଦୁଇ ମସ୍ୟଜୀବୀ ଭାସି ଯାଉଥିବା ବେଳେ ତାଙ୍କ ଚିତ୍କାର…
ଜଟଣୀ,୨୩/୮: ପରକୀୟା ପ୍ରୀତିରୁ ଜଟଣୀ ପୋଷ୍ଟ ଅଫିସ ଛକ ନିକଟରେ ଯୁବକଙ୍କୁ ଗୋଡାଇ ଗୋଡ଼ାଇ ହାଣିଲା ଅଭିଯୁକ୍ତ । ଜୀବନ ବିକଳରେ ରାସ୍ତା ଉପରେ ଦୌଡ଼ି ଦୌଡ଼ି ଥାନା ଭିତରକୁ ପଶିଗଲେ ଯୁବକ । ଏଭଳି ଦୃଶ୍ୟ ଆଜି ଜଟଣୀରେ ଦେଖିବାକୁ…
ବ୍ୟୁରୋ, ୨୧/୮: ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚଣ୍ଡେଶ୍ୱର ଛକ ନିକଟରୁ ୧୦ କୁଇଣ୍ଟାଲ୍ ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ। ଜବତ ଗଞ୍ଜେଇର ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣା ପଡ଼ିଛି। ଏକ…
ଜଟଣୀ,୧୮/୦୮: ଜଟଣୀ ଆଶା ପ୍ଲେ ସ୍କୁଲ ରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ୱାଧୀନତା ଦିବସକୁ ନେଇ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଡାକ୍ତର କୃଷ୍ଣ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ…
ଜଟଣୀ,୧୬/୦୮: ଜଟଣୀ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳରେ ଏକ ବିଶାଳ ଓ ଦେଶଭକ୍ତିମୟ ଆୟୋଜନ ହୋଇଥିଲା । ମଣ୍ଡଳ ରେଳ ପ୍ରବନ୍ଧକ ଅଲୋକ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରି…
ଜଟଣୀ,୧୬/୦୮: ପବିତ୍ର ୭୯ତମ ସ୍ୱାଧୀନତା ଦିବସ ଅବସରରେ ଦେଶଭକ୍ତିର ଉତ୍ସାହ ଓ ଏକତାର ସନ୍ଦେଶ ସହିତ ପିପଲ୍ ଫର୍ ସୋସାଇଟି ପକ୍ଷରୁ “ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିଙ୍କ ଭୂମିକା” ବିଷୟରେ ଏକ ଆଲୋଚନା ଚକ୍ର ଜଟଣୀ ଟାଉନ୍ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…