Tag: khordha

ଜଟଣୀରେ ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଜଟଣୀ,୧୨/୦୮: ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜିଲା ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଖୋର୍ଦ୍ଧା ଜିଲାର ୯ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ମୁଖ୍ୟ ଅତିଥି ଭାବେ ସଙ୍କୁଳ ପ୍ରମୁଖ ନଳିନୀ କାନ୍ତ…

କଟକ ଏବଂ ନରାଜ ମାର୍ଥାପୁର ଷ୍ଟେସନ ମଧ୍ୟରେ ରେଳବାଇ ପକ୍ଷରୁ ମାଗଣା ବସ୍ ସେବା

ବ୍ୟୁରୋ, ୧୧/୦୮: କଟକ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ ରେ ଚାଲୁ ରହିଥିବା ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ଟ୍ରେନ ପରିଚାଳନାରେ ଅସ୍ଥାୟୀ ପରିବର୍ତ୍ତନ ଘୋଷଣା କରିଛି ଏବଂ ଯାତ୍ରୀ ସୁବିଧା ସୁବିଧା ପାଇଁ ପଦକ୍ଷେପ ନେଇଛି…

ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ୱାମୀର ଜୀବନ

ଜଟଣୀ,୧୧/୦୮: ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ୱାମୀର ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ୧୬ନମ୍ବର ଜାତୀୟ ରାଜପଥ ଗଙ୍ଗପଡା ଓଭର ବ୍ରିଜ ନିକଟରେ। ମୃତକ ଜଣଙ୍କ ହେଉଛନ୍ତି ଅଶୋକ ମଲିକ। ସୂଚନା ମୁତାବକ ଆଜି ସକାଳୁ ଅଶୋକ ନିଜ…

ନିଆଁରେ ଜଳିଯାଇ ମହିଳାଙ୍କ ମୃତ୍ୟୁ

ଜଟଣୀ,୧୧/୦୮: ଜଟଣୀ ରଥିପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଦେହରେ ନିଆଁ ଲାଗି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ରୀନା ପ୍ରଧାନ। ପୋଲିସର ସୂଚନା ମୁତାବକ ମହିଳାଙ୍କ ଦେହରେ କୌଣସି କାରଣରୁ ଦୀପ…

ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ

ଜଟଣୀ,୯/୮: ଜଟଣୀ ରାମଚନ୍ଦ୍ରପୁରସ୍ଥିତ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ବଡ଼ ଧୁମ୍ ଧାମ ରେ ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ସାଧୁ କେଶବ ଦାସ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ…

ଜଟଣୀ ବ୍ରହ୍ମାକୁମାରୀ ଅନୁଷ୍ଠାନରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ

ଜଟଣୀ,୯/୮: ଜଟଣୀ ବଡ଼ବଜାର ସ୍ଥିତ ପ୍ରଜପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ତରଫରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ବଡ଼ ଧୁମ୍ ଧାମ ରେ ପାଳିତ ହୋଇଯାଇଅଛି। ପ୍ରାତଃ ମୁରଲୀ କ୍ଲାସ ପରେ ଜଟଣୀ ସେବା କେନ୍ଦ୍ର ର ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ଜ୍ୟୋତି…

ଆଦର୍ଶ ବିଦ୍ୟାଳୟ ପରିସରରେ ବୃ୍କ୍ଷରୋପଣ

ଜଟଣୀ, ୦୮/୦୮: ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ୍ ଫେଡେରେସନ୍ ପକ୍ଷରୁ ଜଟଣୀ ଆଦର୍ଶ ବିଦ୍ୟାଳୟ ପରିସରରେ ବୃ୍କ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜଟଣୀ…

ବୁଣାକାରଙ୍କ ସୁବିଧା ଅସୁବିଧା ବୁଝିଲେ ରାଜ୍ୟ ମହିଳା ମୋର୍ଚ୍ଚା ଟିମ୍

ଜଟଣୀ, ୦୮/୦୮: ପ୍ରତି ବର୍ଷ ପରି ଅଗଷ୍ଟ ମାସ ୭ ତାରିଖକୁ ବୁଣାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟ ମହିଳା ମୋର୍ଚ୍ଚାର ଏକ ଟିମ ରାଜ୍ୟ ଉପସଭାନେତ୍ରୀ…

ବିବାହର ମିଥ୍ୟା ପ୍ରତିଶୃତି ଦେଇ ବନ୍ଧା ହେଲେ ଯୁବକ

ଜଟଣୀ, ୦୬/୦୮: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରି, ପରେ ବିବାହ ନକରି ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବାସହ ତାଙ୍କର ଅଶ୍ଳୀଳ ଫଟୋଗୁଡ଼ିକୁ ଭାଇରାଲ କରିବାକୁ ଧମକ ଦେବା ଘଟଣାର ଜଟଣୀ ପୋଲିସ…

ଦାବୀ ପୂରଣ ନ ହେଲେ ପୁଣି ୧୧ ରୁ ଆନ୍ଦୋଳନ

ବ୍ୟୁରୋ,୦୪/୦୮: ଦାବୀ ପୂରଣ ନହେଲେ ପୁଣି ଆନ୍ଦୋଳନ କୁ ଓଲ୍ହାଇବ ରାଜସ୍ବ ଅମଲା ସଂଘ। ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଖୋର୍ଦ୍ଧା ଜିଲ୍ଲା ରାଜସ୍ବ ଅମଲା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲା ସ୍ତରରେ କାର୍ଯ୍ୟରତ…