ଜଟଣୀ ୟୁଥ ଫେଡରେସନ ପକ୍ଷରୁ ରକ୍ତଦାନ ଶିବିର
ଜଟଣୀ, ୦୩/୦୮: ପବିତ୍ର ବନ୍ଧୁତା ଦିବସ ଅବସରରେ ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ ଫେଡେରେସନ ଓ ମା’ ଖୁଣ୍ଡୁଆଳି ଯୋଗ ସମିତି ପକ୍ଷରୁ ଜଟଣୀ ଅଗ୍ରୱାଲ ଧର୍ମଶାଳା ପରିସରରେ ଏକ ସ୍ଵେଛାକୃତ ରକ୍ତଦାନ ଶିବର ଆୟୋଜନ କରାଯାଇଥିଲା। ଜଟଣୀ…
ଜଟଣୀ, ୦୩/୦୮: ପବିତ୍ର ବନ୍ଧୁତା ଦିବସ ଅବସରରେ ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ ଫେଡେରେସନ ଓ ମା’ ଖୁଣ୍ଡୁଆଳି ଯୋଗ ସମିତି ପକ୍ଷରୁ ଜଟଣୀ ଅଗ୍ରୱାଲ ଧର୍ମଶାଳା ପରିସରରେ ଏକ ସ୍ଵେଛାକୃତ ରକ୍ତଦାନ ଶିବର ଆୟୋଜନ କରାଯାଇଥିଲା। ଜଟଣୀ…
ଜଟଣୀ, ୨୮/୦୭: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ନୂତନ ଡିଆରଏମ ଭାବେ ୧୯୯୮ ବ୍ୟାଚର ଭାରତୀୟ ରେଳବାଇ ଟ୍ରାଫିକ୍ ସେବାର ବରିଷ୍ଠ ଅଧିକାରୀ ଆଲୋକ ତ୍ରିପାଠୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ଡିଆରଏମ ଏଚ୍.ଏସ୍. ବାଜୱାଙ୍କ…
ଜଟଣୀ,୧୬/୭, ବୁଧବାର ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନର ୧ନମ୍ବର ପ୍ଲାଟଫର୍ମରେ ପୁରୀ -ଗୁଣୁପୁର ଟ୍ରେନ ପହଁଚିବା ପରେ, ୩ଜଣ ବ୍ୟକ୍ତି ସାଧା ପୋଷାକରେ ଯାତ୍ରୀ ମାନଙ୍କୁ ଟ୍ରେନ୍ ଟିକେଟ ମାଗି ଯାଞ୍ଚ କରୁଥିବା ଦେଖି କିଛି ଯାତ୍ରଙ୍କ ସେମାନଙ୍କ ଉପରେ ସନ୍ଦେହ ହେଇଥିଲା।…
ବ୍ୟୁରୋ,୮/୭: ଓଡ଼ିଶା ରାଜସ୍ବ ଅମଲା ସଂଘର ନିଷ୍ପରିକ୍ରମେ ଖୋର୍ଦ୍ଧା ଜିଲାରେ କାର୍ଯ୍ୟରତ ରାଜସ୍ବ ଅମଲାମାନେ ୧୦ଦଫା ଦାବି ନେଇ ଖୋର୍ଦ୍ଧା ଜିଲା ସଭାପତି ମୃତ୍ୟୁଞ୍ଜୟ ସେନାପତି ସମ୍ପାଦକ ଅରୁଣ କୁମାର ମୁଦୁଲିଙ୍କ ନେତୃତ୍ବରେ ଶତାଧିକ ଅମଲା କଳାବ୍ୟାଜ୍ ପରିଧାନ କରି ସୋମବାର…
ବ୍ୟୁରୋ,୫/୭: ପ୍ରତିବର୍ଷ ଭଳି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେ ପବିତ୍ର ବାହୁଡାଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି । ମାଉସୀମା ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ପହଣ୍ଡି କରି ରଥାରୂଢ ନୀତି ସରିବା ପରେ, ଠାକୁର ରାଜା ଶ୍ରୀ ଶ୍ରୀ ଭାରତ…
ଜଟଣୀ,୨୮/୬: ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାରେ କଳିଙ୍ଗ ଯୁବ ପରିଷଦ ଦ୍ୱାରା ଆୟୋଜିତ ଜଟଣୀ ଗଣେଶ ମହୋତ୍ସବ ପାଇଁ, ପବିତ୍ର ରଥଯାତ୍ରାରେ ଶରତ ପାଇକରାୟ ଷ୍ଟାଡିୟମ ପରିସରରେ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଖୋର୍ଦ୍ଧା ଜିଲା…
ବ୍ୟୁରୋ, ୨୭/୬: ଖୋର୍ଦ୍ଧା ଜିଲ୍ଲା ଅଧିନ ଟାଙ୍ଗୀ , କୁହୁଡ଼ି ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି । ଟାଙ୍ଗୀ ସଦରମହକୁମାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ ଠାକୁର ରାଜା ପୂର୍ବତନ ବରିଷ୍ଠ ପ୍ରଶାସକ…
ବ୍ୟୁରୋ,୨୨/୬: ଜଟଣୀ ମେଟ୍ରୋ ଅନନ୍ତ ଆସୋସିଏସନ ଅଫ୍ ଏଲୋଟିସ୍ (ମା) ପକ୍ଷରୁ ଏକାଦଶତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଗୁରୁ ଚିନ୍ମୟ କୁମାର ରାଉଳ ଆସୋସିଏସନ ର ସଭ୍ୟ ମାନଙ୍କୁ ଯୋଗ ଶିଖେଇବା ସହିତ ଯୋଗର ଉପକାରିତା ବିଷୟରେ…
ବ୍ୟୁରୋ,୨୨/୬: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ବର ପକ୍ଷରୁ ଜୁନ୍ ୨୧ ତାରିଖରେ ରେ ଆନ୍ତର୍ଜାତୀୟ ଯୋଗ ଦିବସର ଏକାଦଶ ସଂସ୍କରଣ ପାଳିତ ହୋଇ ଯାଇଛି। ପ୍ରତିଷ୍ଠାନର ଏକ୍ସଟ୍ରା ଏକାଡେମିକ ଆକ୍ଟିଭିଟିଜ (ଇଏଏ) ଏବଂ ସ୍ବାସ୍ଥ୍ୟସେବା ଅଧୀନରେ କ୍ୟାମ୍ପସର ସ୍ବାସ୍ଥ୍ୟ କ୍ଲବ୍…
ଜଟଣୀ,୧୬/୬: ଡାଇରିଆ ଝାଡ଼ାବାନ୍ତି କୁ ନେଇ ରାଜ୍ୟବାସୀଙ୍କ ଚିନ୍ତା ବଢିଥିବା ବେଳେ, ପ୍ରଶାସନ ପକ୍ଷରୁ ଆଗରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ଜଟଣୀ ଅଞ୍ଚଳରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଦଳ ଓ ଜଟଣୀ ପୌର ପରିଷଦ ପକ୍ଷରୁ ମିଳିତ ଚାଡାଉ…