Tag: khordha

ନମ୍ର ହୁଅ, ଗୁରୁ ମାନଙ୍କୁ ଭକ୍ତି କର

ଜଟଣୀ, ୨୦/୧୨: ଜଟଣୀ ଷଣ୍ଢପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ଯକ୍ଷା ଜ୍ୟୋସ୍ନା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇଥିବା…

ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ ପକ୍ଷରୁ ୱେଷ୍ଟ ବକ୍ସ ପ୍ରଦାନ

ଜଟଣୀ, ୧୮/୧୨: ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ (ଖ୍ରୀଷ୍ଟିଆନ ଏଣ୍ଡେଭୋର ) ପକ୍ଷରୁ ଆଜି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୱେଷ୍ଟ ବକ୍ସ ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼କ୍ଟର ପ୍ରିତିଶ ସାହୁ, ଡ଼କ୍ଟର ସୁଜାତା, ଜଟଣୀ…

ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ

ଜଟଣୀ, ୦୧/୧୨ : ଜଟଣୀ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ୍‌ ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଏଡ଼ସ୍‌ ଭୟାବହତା ସମ୍ପର୍କରେ ଅବଗତ କରାଇବା ପାଇଁ ଏକ ଆଲୋଚନା ଚକ୍ର ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅଧକ୍ଷ ଡ.…

ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଖୋର୍ଦ୍ଧା କୁ ବଡ଼ ସଫଳତା

ବ୍ୟୁରୋ,୪/୧୧: ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଖୋର୍ଦ୍ଧା ଜିଲ୍ଲା କୁ ମିଳିଛି ବଡ଼ ସଫଳତା। ଏହି ପ୍ରତିଯୋଗିତାରେ…

ଜଟଣୀରେ ଗୋଷ୍ଟାଷ୍ଟମୀ ଉତ୍ସବ ପାଳିତ

ଜଟଣୀ,୩୧/୧୦: ଜଟଣୀ ରାମଚନ୍ଦ୍ରପୁର ସ୍ଥିତ ଶ୍ରୀଜଗନ୍ନାଥ ପୁରୀ ଗୋଶାଳାରେ ମହାସମାରୋହରେ ଗୋଷ୍ଟାଷ୍ଟମୀ ପାଳନ କରାଯାଇଥିଲା। ସକାଳୁ ମହିଳା ମାନେ ଗୋଶାଳା ରେ ଥିବା ଗୋ ମାତା ମାନଙ୍କୁ ସିନ୍ଦୁର, ଚନ୍ଦନ, ଫୁଲ, ନୂତନ ବସ୍ତ୍ର ଦେଇ ପୂଜା କରିବା ପରେ ୫୬…

ଜଟଣୀରେ ଅନ୍ନକୁଟ ଉତ୍ସବ ପାଳିତ

ଜଟଣୀ, ୨୩/୧୦: ପ୍ରତିବର୍ଷ ପରି ଚଳିତ ବର୍ଷ ଜଟଣୀ ରାମଚନ୍ଦ୍ରପୁର ସ୍ଥିତ ଗୋପୀନାଥ ମନ୍ଦିର ଏବଂ ହାଟବଜାରର ରଘୁନାଥଜୀ ମନ୍ଦିରରେ ଅନ୍ନକୁଟ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଦୀର୍ଘ ୯୫ ବର୍ଷ ଧରି ଜଟଣୀ ଗୋପୀନାଥ ମନ୍ଦିରରେ ଏହି ଉତ୍ସବ…

ଜଟଣୀ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରରେ ପୂର୍ବଛାତ୍ର ସମ୍ମିଳନୀ

ଜଟଣୀ, ୨୦/୧୦: ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପୂର୍ବ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଦ୍ୟାଳୟରେ ୧୯୯୫ ମସିହା ଠାରୁ ୨୦୨୫ ଶିକ୍ଷା ବର୍ଷ ଶିକ୍ଷା ଗ୍ରହଣ କରିଥିବା ୩୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ…

ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ଜଟଣୀ, ୧୦/୧୦: ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନବୀନ କୁମାର ସେନାପତି ନିଜ ବକ୍ତବ୍ୟରେ ଗୋପବନ୍ଧୁ ଦାସ କିପରି ଲୋକମାନଙ୍କ ସେବା କରୁଥିଲେ…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୪୮ତମ ଜୟନ୍ତୀ ପାଳିତ

ଜଟଣୀ,୯/୧୦: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଜଟଣୀ ସ୍ଥିତ ଗୋପବନ୍ଧୁ ପାର୍କ ପରିସରରେ ପାଳିତ ହୋଇଯାଇଛି । ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେବା ସଂଘର…

ବିଶ୍ୱକର୍ମା ପୂଜାରେ ଜଟଣୀ ବାସୀଙ୍କୁ ତରାବୋଇ ପାସେଞ୍ଜର ହଲ୍ଟ ଭେଟି

ଜଟଣୀ,୧୬/୯: ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ଖୋର୍ଦ୍ଧା ରୋଡ୍ ଏବଂ ଖୋର୍ଦ୍ଧା ଟାଉନ୍ ରେଳ ଷ୍ଟେସନ ମଧ୍ୟରେ ଥିବା ଜଟଣୀ ତରାବୋଇ ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ ଆସନ୍ତା କାଲି ପବିତ୍ର ବିଶ୍ୱକର୍ମା ପୂଜା…