Day: November 5, 2024

ଜଟଣୀରେ ନାଗ ଚାତୁର୍ଥୀ ପୂଜା

ବ୍ୟୁରୋ: ଜଟଣୀରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ମହିଳା ଓ ପୁରୁଷ ମାନେ ଉଇ ହୁଙ୍କା ମୂଳେ ପୂଜା କରି ନାଗ ଚତୁର୍ଥୀ ପାଳନ କରିଥିବା ଦେଖିବାକୁ ମିଳିଛି। କାର୍ତ୍ତିକ ଅମାବାସ୍ୟା ର ତିନି ଦିନ ପରେ ନାଗ ଚତୁର୍ଥୀ ପଡିଥାଏ।…