Advertisement

ଜଟଣୀ, ୧୧/୦୮: ଅପରସନ ସିନ୍ଦୁରର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶ ସାରା ବୀର ଯବାନ ଓ ପୋଲିସ କର୍ମୀ ଙ୍କ ହାତରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଜଟଣୀ ନଗର ମହିଳା ମୋର୍ଚ୍ଚା ପକ୍ଷରୁ ମଧ୍ୟ ଜଟଣୀ ଥାନାଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ ମାନଙ୍କ ହାତରେ ବିଜେପି ରାଜ୍ୟ ଉପସଭାନେତ୍ରୀ ରଶ୍ମିମୟୀ ପଟ୍ଟନାୟକ, ନଗର ସଭାନେତ୍ରୀ  ନିରୁପମା କର, ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ କର୍ମୀ ମାନେ ରାକ୍ଷୀ ବାନ୍ଧିଥିଲେ ।

Advertisement

Leave a Reply

Your email address will not be published. Required fields are marked *