Category: ରାଜ୍ୟ ଖବର

ଆଜିଠାରୁ  ରମଜାନ, ସବୁଠି ଉତ୍ସବ ମୁଖର

ବ୍ୟୁରୋ: ଇସଲାମ ଧର୍ମାଲମ୍ବୀ ମୁସଲମାନ ସଂପ୍ରଦାୟର ପବିତ୍ର ମାସ, ରମଜାନ ଆଜିଠାରୁ ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟାରେ ତରାବି ନମାଜ ପାଠ କରିବାପରେ ଆଜି ଭୋରରୁ ରୋଜା (ଉପବାସ) କରିଛନ୍ତି ମୁସଲମାନ ଭାଇଭଉଣୀ ମାନେ। ଏହି ଉପବାସ ଏକ ମାସ ଧରି…

ବିଲକୁ ଓଲଟିଲା ବାଲି ବୋଝେଇ ହାଇୱା

ବ୍ୟୁରୋ: ଭାରସାମ୍ୟ ହରାଇ ଏକ ବାଲି ବୋଝେଇ ହାଇୱା ବିଦ୍ୟୁତ ଖୁଣ୍ଟି କୁ ଧକ୍କା ଦେଇ ବିଲକୁ ଆଜି ସକାଳେ ଓଲଟିପଡିଛି। ରଣପୁର ଅଭିମୁଖେ ବାଲି ବୋଝେଇ ଏକ ହାଇୱା ଆସୁଥିବା ବେଳେ, ଦୁଧିଆ ପାହାଡ଼ ଓ କୋଟଗଡ଼ ଘାଟି ନିକଟରେ…

ଲୋକାର୍ପିତ ହେଲା ‘ମସଜିଦ-ଏ-ନୁର’

ବ୍ୟୁରୋ: ଜଟଣୀ ବାଛରା ପାଟଣାରେ ମସଜିଦ-ଏ-ନୁର ଲୋକାର୍ପିତ ହୋଇଯାଇଛି। ଦୁଇ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଇସଲାମ ଧର୍ମର ପବିତ୍ର ମାସ ରମଜାନ ମାସ। ଏନେଇ ଜଟଣୀ ସହରରେ ରହୁଥିବା ସମସ୍ତ ମୁସଲମାନ ମାନଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ଆଜିର…

କୃତି ଛାତ୍ର ଚନ୍ଦ୍ରଶେଖରଙ୍କୁ ସମ୍ବର୍ଦ୍ଧନା

ବ୍ୟୁରୋ: ଚଳିତ ଶିକ୍ଷାବର୍ଷର ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷାର ଫଳାଫଳ ମାର୍ଚ୍ଚ୮ ତାରିଖରେ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ବଡପଥୁରିଆ, ଆଞ୍ଚଳିକ ମଇଁ ବିଦ୍ୟାଳୟର ମେଧାବୀ ଛାତ୍ର ଚନ୍ଦ୍ରଶେଖର ନାୟକ ୧୮୦ ରୁ ୧୩୬ ନଂ ରଖି ଷ୍ଟେଟ ମେରିଟ୍ ଲିଷ୍ଟରେ…

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ୟୁରୋ: ନୟାଗଡ଼ ଜିଲ୍ଲା ରଣପୁର ହାତିବାରୀ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବକ ଜଣଙ୍କ ହେଉଛନ୍ତି ତାରିଆ ଗ୍ରାମର ଲିପୁ ସାମନ୍ତରାୟ । ଲିପୁ ଏକ ଘରୋଇ ଫାଇନାନ୍ସରେ ସଂସ୍ଥାରେ କାମ କରୁଥିବା ଜଣାପଡିଛି l ସେ…

ଆପଣଙ୍କ ଫେସବୁକ୍ ଆକାଉଣ୍ଟ ଆପେ ଆପେ ଲଗ୍ ଆଉଟ୍ ହୋଇଯାଇଛି କି ?

ବ୍ୟୁରୋ: ଆପଣଙ୍କ ଫେସବୁକ୍ ଆକାଉଣ୍ଟ ଆପେ ଆପେ ଲଗ୍ ଆଉଟ୍ ହୋଇଯାଉଛି କି ? ଆପଣ ଫେସବୁକ୍ ଲଗ୍ ଇନ୍ କରିପାରୁନାହାନ୍ତି କି ? ତେବେ ଆପଣ ଟିକେବି ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ଫେସବୁକ୍ ଆକାଉଣ୍ଟର କିଛି ବି ହୋଇନାହିଁ।…

ଜଟଣୀରେ ପ୍ରବାଦ ପୁରୁଷଙ୍କ ୧୦୮ତମ ଜନ୍ମ ବାର୍ଷିକୀ ପାଳିତ

ବ୍ୟୁରୋ: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନ ଆନୁକୁଲ୍ୟରେ ଆଜି ସନ୍ଧ୍ୟାରେ ରାମଚନ୍ଦ୍ରପୁର ବଜାରସ୍ଥିତ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ଭାରତବର୍ଷର ଅନ୍ୟତମ ବରପୁତ୍ର ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା…

ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା

ବ୍ୟୁରୋ: ସରିଲା ମାଟ୍ରିକ ପରୀକ୍ଷା । ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା ଆଜି ସରିଛି। ଆଜି ସଠିକ ସମୟରେ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଇ କେନ୍ଦ୍ରରୁ ବାହାରିଥିଲେ । ପରୀକ୍ଷା କେନ୍ଦ୍ରରୁ ବାହାରିବା ପରେ ଛାତ୍ରଛାତ୍ରୀ ମାନେ…

ପାଠ ପଢା ସହ ଚରିତ୍ର ଗଠନ ପ୍ରତି ଧ୍ୟାନ ଦେଉଛି ଆଶା ପ୍ଲେ ସ୍କୁଲ

ବ୍ୟୁରୋ: ଜଟଣୀର ପ୍ରଥମ ପ୍ଲେ ସ୍କୁଲ “ଆଶା ପ୍ଲେ ସ୍କୁଲ”ର ୨୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାକ୍ତର କୃଷ୍ଣ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି…

ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଡ୍ରାଇଭର

ବ୍ୟୁରୋ: ବୁଧବାର ବିଳମ୍ବିତ ରାତିରେ ଜଟଣୀ ଖୋର୍ଦ୍ଧାରୋଡ଼ ଷ୍ଟେସନରେ ଜଣେ ଯୁବକ ଟ୍ରେନ ଆଗକୁ ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା, କୋଡୀଙ୍ଗା ଥାନା ଅଞ୍ଚଳର ନରେଶ ଭତରା (୨୫)। ସୂଚନା ଅନୁଯାୟୀ ନରେଶ ଖୋର୍ଦ୍ଧା ଅଞ୍ଚଳର…