ଷଣ୍ଢ ପେଟରୁ ବାହାରିଲା ୫୦ କେଜି ପଲିଥିନ ।
ଜଟଣୀ: ଜଟଣୀ ପୋୖର ପରିଷଦ ଅଧିନ ବାଲିଛକ ସାହିରେ ଥିବା, ଜଟଣୀ ଗୋସେବା ଶିବିରରେ ଷଣ୍ଢର ଅସ୍ତ୍ରୋପଚାର କରାଯାଇ, ଷଣ୍ଢ ପେଟରୁ ପ୍ରାୟ ୫୦କେଜି ଓଜନର ପଲିଥିନ ସହ ଅନ୍ୟାନ୍ୟ ସାମଗ୍ରୀ କଢାଯାଇଛି। ଜଟଣୀ ବିକାଶ ନଗର ଅଞ୍ଚଳରେ ଏହି ଷଣ୍ଢ…
ଜଟଣୀ: ଜଟଣୀ ପୋୖର ପରିଷଦ ଅଧିନ ବାଲିଛକ ସାହିରେ ଥିବା, ଜଟଣୀ ଗୋସେବା ଶିବିରରେ ଷଣ୍ଢର ଅସ୍ତ୍ରୋପଚାର କରାଯାଇ, ଷଣ୍ଢ ପେଟରୁ ପ୍ରାୟ ୫୦କେଜି ଓଜନର ପଲିଥିନ ସହ ଅନ୍ୟାନ୍ୟ ସାମଗ୍ରୀ କଢାଯାଇଛି। ଜଟଣୀ ବିକାଶ ନଗର ଅଞ୍ଚଳରେ ଏହି ଷଣ୍ଢ…
ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ତରାବୋଇ ଅଞ୍ଚଳରେ ରେଲୱେ ଷ୍ଟେସନ ନିର୍ମାଣ ପାଇଁ ଗ୍ରାମବାସୀମାନେ ବହୁ ବର୍ଷ ଧରି ଦାବୀ କରିଆସୁଥିଲେ। ସ୍ଥାନୀୟ ଜନସାଧାରଣ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହ ଷ୍ଟେସନ ନିର୍ମାଣ ପାଇଁ ଆଲୋଚନା କରିଥିଲେ।…
ବ୍ୟୁରୋ : ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବିରାଟ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ। ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ମେମୁ ଟ୍ରେନ୍ , ହଟାତ ନୀଳଗିରି ରୋଡରେ, ଟ୍ରେନ ଟ୍ରାକ ବଦଳାଇ ହଟାତ ଲୁପ ଲାଇନରେ ପସିଯାଇଥିଲା ।…
ବ୍ୟୁରୋ: ଯାଜପୁର ରସୁଲପୁର ବ୍ଲକ ନିକଟ, ଜାତୀୟ ରାଜପଥ – ୧୬ରେ ଥିବା ବ୍ରିଜ ଭୁଶୁଡି ଯାଇଛି। ସୂଚନା ମୁତାବକ ୧୫ବର୍ଷ ତଳେ ଯାଜପୁର ରସୁଲପୁର ବ୍ଲକ ନିକଟରେ ଏହି ବ୍ରିଜ ନିର୍ମାଣ କରାଯାଇଥିଲା। ତେବେ ଆସି ସକାଳୁ ଏହି ବ୍ରିଜ…
ଜଟଣୀ: ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ, ଆଜି ଜଟଣୀ ପଞ୍ଚାୟତ ସମିତି ସଭା ଗୃହରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସମୁଦାୟ ୪୯ଟି ଅଭିଯୋଗ ଜନସାଧାରଣ କରିଥିଲେ। ସେଥିମଧ୍ୟରୁ ୫ଟି ଅଭିଯୋଗର ଫଇସଲା ଜିଲ୍ଲାପାଳ ତୁରନ୍ତ…
ବ୍ୟୁରୋ: ଶ୍ରୀବଣ ମାସ ଅମାବାସ୍ୟା ତିଥିରେ ପଡେ ଚିତାଲାଗି ଅମାବାସ୍ୟା। ଏହି ଦିନ ମହାପ୍ରଭୁ ଲଲାଟରେ ଚିତା ଲାଗି ହୋଇଥାନ୍ତି। ଏହା ଶ୍ରୀମନ୍ଦିରର ଏକ ବଡ଼ ପର୍ବ ଅଟେ। ଦେଉଳରେ ସ୍ବତନ୍ତ୍ର ନୀତିକାନ୍ତି ସରିବା ପରେ ତିନିଠାକୁରଙ୍କ ଲଲାଟରେ ସୁବର୍ଣ୍ଣ ଚିତା…
ଜଟଣୀ: ଦିନକୁ ଦିନ ବଢି ଚାଲିଛି ଆଖିଧରା ସଂକ୍ରମଣ। ଚିନ୍ତାରେ ରହିଛନ୍ତି ସମସ୍ତେ। କିପରି କରିବେ ଏହାର ମୁକାବିଲା। ଜଟଣୀ ପୋୖର ପରିଷଦ ଅଧୀନରେ ଥିବା 23 ଗୋଟି ୱାର୍ଡ ଓ ଜଟଣୀ ବ୍ଲକ ଅଧୀନରେ ଥିବା 15ଟି ପଞ୍ଚାୟତରେ ବଢିଚାଲିଛି…
ଖୋର୍ଦ୍ଧା: ଚିଲିକାରୁ ମାଛ ଧରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନଙ୍କୁ ସଚେତନତା କରିଛି ମତ୍ସ୍ୟ ବିଭାଗ। ସରକାରଙ୍କ ତରଫରୁ ମତ୍ସ୍ୟଜୀବୀମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ବିଷୟରେ ବିଭାଗୀୟ ଅଧିକାରୀମାନେ ସେମାନଙ୍କୁ ବୁଝାଇଥିଲେ।ମତ୍ସ୍ୟଜୀବୀମାନଙ୍କୁ ଡଙ୍ଗା ,ଜାଲ, ମାଛ ଚାଷ ପାଇଁ ଋଣ ଇତ୍ୟାଦି…
ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ମିଳିଲା ସଫଳତା। ଧଳା ଜହର ବେପାରୀ ସୋମନାଥ ଭୁଜବଳ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ। ସୂଚନା ମୁତାବକ ଗତ ମାସ ୭ତାରିଖରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାପୁର ଠେଙ୍ଗାହାଟ ଛକରେ…
ବ୍ୟୁରୋ : ଭୁବନେଶ୍ୱର ସହିଦନଗର ଥାନାର ମହିଳା ଏଏସଆଇ ମମତା ବସ୍ତିଆ, ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସୂଚନା ମୁତାବକ ମମତା ଏକ ମାମଲାର ରଫାଦଫା ପାଇଁ, ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି।…