Advertisement

ବ୍ୟୁରୋ: ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ, ଆଜିଠାରୁ ଆରମ୍ଭ ହୋଇଛି ଷୋଡଶ ଦିନାତ୍ମକ ପୂଜା ବା ଷୋଳ ପୂଜା। ମୂଳାଷ୍ଟମୀରେ ମା’ ମଙ୍ଗଳାଙ୍କୁ ପୂଜକମାନେ ସୁବାସିତ ଜଳରେ ସ୍ନାନ କରିବା ପରେ ମାଙ୍କୁ ନୂତନ ବସ୍ତ୍ର ପିନ୍ଧାଇ ଷୋଡଶ ଉପଚାର ବିଧିରେ ମାଙ୍କ ପୂଜା ଆରମ୍ଭ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *