Advertisement

ବ୍ୟୁରୋ: ଦିନ କୁ ଦିନ ସମାଜରେ ବଢିଚାଲିଛି ସାଇବର ଅପରାଧ।  ଏହି ସାଇବର ଅପରାଧ ଠାରୁ କିପରି ନିଜକୁ ଦୁରେଇ ରଖିପାରିବେ, ତାହାକୁ ନେଇ ରାଜ୍ୟ ବ୍ୟାପି ଚାଲିଛି ସଚେତନତା କାର୍ଯ୍ୟକ୍ରମ । ଆଜି କମିଶନରେଟ ପୋଲିସ ପକ୍ଷରୁ ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।

ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ କର୍ମଚାରୀ ମାନଙ୍କୁ ସାଇବର ସୁରକ୍ଷା ବିଷୟରେ ସଚେତନତା କରାଯାଇଥିଲା। ସାଇବର ଠକାମୀରୁ କିପରି ବଞ୍ଚି ପାରିବେ ସେ ବିଷୟରେ ଏକ୍ସପଟ ମାନେ ବୁଝାଇଥିଲେ। ଲୋକମାନେ ସଚେତନ ହେଲେ ସାଇବର କ୍ରାଇମକୁ ରୋକାଯାଇପାରିବ ବୋଲି ଉପସ୍ଥିତ ପୋଲିସ ଅଧିକାରୀମାନେ କହିଥିଲେ।

Advertisement

Leave a Reply

Your email address will not be published. Required fields are marked *