ବିଜେଡି ଦଳରୁ ବହିଷ୍କୃତ ହେଲେ ଦୁଇ ବିଧାୟକ।
ବ୍ୟୁରୋ: ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଓ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଦଳରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବ୍ୟୁରୋ: ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଓ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଦଳରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବ୍ୟୁରୋ: ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ବିଶିଷ୍ଟ ଲେଖିକା ଗୀତା ମେହେଟାଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ଗୀତା ଜଣେ ସୁଲେଖିକା, ଡକୁମେଣ୍ଟାରୀ ଫିଲ୍ମ ନିର୍ମାତା ଓ ସାମ୍ବାଦିକା…
ବ୍ୟୁରୋ: ଜଟଣୀ ବ୍ଲକ ଅଧିନ କୁସୁମାଟି ପୋଖରୀରୁ ଆଜି ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ଜଟଣୀ ପୁଲିସ। ମୃତ ଯୁବକ ହେଉଛନ୍ତି, କୁସୁମାଟି ପୋଖରୀ ସାହିର ଜ୍ୟୋତିପ୍ରକାଶ ରାଉତରାୟ। ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଜଟଣୀ ପୁଲିସ ମୃତଦେହକୁ ଜବତ…
ବ୍ୟୁରୋ : ଖାଦ୍ୟକୁ ସୁସ୍ଵାଦ କରିବା ପାଇଁ ଖାଦ୍ୟ ଜିନିଷ ହେଉଥିଲା ଅପମିଶ୍ରଣ। ଖାଦ୍ୟକୁ ଆକର୍ଷଣ କରିବା ପାଇଁ ମିଶୁଥିଲା ରଙ୍ଗ। ଏଭଳି କିଛି ଅଭିଯୋଗ ପାଇ ଆଜି ଜଟଣୀର ୮ଟି ଦୋକାନରେ ଚଢ଼ାଉ କରିଛି ଫୁଡ଼୍ ସେଫ୍ଟି ବିଭାଗ। ଆଗକୁ…
ବ୍ୟୁରୋ: ଜଟଣୀ ପୋୖର ପରିଷଦରର ବିଭିନ୍ନ ୱାର୍ଡରେ ଅନୁଷ୍ଠିତ ହେଉଥିବା ସାମାଜିକ କାର୍ଯ୍ୟରେ ଯୋଗଦେଇଥିଲେ, ବିଶିଷ୍ଠ ସମାଜସେବୀ ତଥା ପାଣ୍ଡଵ ଜେନା ଫାଉଣ୍ଡେସନ ଅଧକ୍ଷ ଡ଼. ସନ୍ତୋଷ ଜେନା । ଏହା ସହ ଜଟଣୀ ପୋୖର ପରିଷଦ ଅଧିନ ଗାନ୍ଧୀନଗର ଅଞ୍ଚଳର…
ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମୋ ପରିବାର ଓ ପୁରୀ ଜିଲ୍ଲା ପିପିଲିର ମହାବୀର ସେନାର ସଭ୍ୟମାନେ ଏବେ ମିଳିତ ଭାବେ ସେବା କାର୍ଯ୍ୟ କରିବେ। ମା”ଉତ୍ତରାୟଣୀ ପୀଠରୁ ମୋ ପରିବାରର ସଦସ୍ୟ ମାନେ ଏକାଠି ହୋଇ ବାଇକ ଶୋଭାଯାତ୍ରାରେ…
ବ୍ୟୁରୋ : ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ, ଆଜି ବିଜେଡି ଦଳର ଉପସଭାପତି ପଦରୁ ହଟାଇଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ। ସୌମ୍ୟଙ୍କ ସମ୍ପାଦକୀୟ ଲେଖା ଓ ଗଣମାଧ୍ୟମରେ ବାଇଟ ରହିଥିଲା ଖୁବ ଚର୍ଚ୍ଚାରେ ।
ବ୍ୟୁରୋ: ଜଟଣୀ ପୋୖର ପରିଷଦ ଅଧିନ ବାଛରା ଲଣ୍ଡା ପାହାଡ଼ ହେବ ଏବେ ସବୁଜ ସୁନ୍ଦର। ସବୁଜ ପାହାଡ଼ ପ୍ରକଳ୍ପ ଅଧୀନରେ ମିଳିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ,…
ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଧିନ ବିଶ୍ଵନାଥପୁର ସ୍ଥିତ ମା’ ଦକ୍ଷିଣକାଳୀ ମନ୍ଦିର ପୀଠରେ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ଶୋଭା’ ପକ୍ଷରୁ ପରିବେଶ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିପାଟଣା ଥାନାର ଏଏସ୍ଆଇ ରାକେଶ…
ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ପୋଡ଼ପଡା ଗୋପାଳଜୀ ମନ୍ଦିର ପରିସରରେ, ଉତ୍ତରାୟଣୀ ଆଞ୍ଚଳିକ ସଂକୀର୍ତ୍ତନ ପରିଷଦ ଜଟଣୀ ଓ ଖୋର୍ଦ୍ଧା ଜିଲ୍ଲା ସଂକୀର୍ତ୍ତନ ମହାସଂଘର ମିଳିତ ସହଯୋଗରେ ଜୋନ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାର…